ସଫଳ ଉଦ୍ୟୋଗୀ ହବାପାଇଁ ଅନେକ ଘାତ ପ୍ରତିଘାତର ସାମ୍ନା କରିବାକୁ ହୁଏ ଉଦ୍ୟୋଗୀ ହେବା ଏକ ସାଧାରଣ କଥା ନୁହେଁ । ନିଜ ବ୍ୟବସାୟ ତଥା ଉଦ୍ୟୋଗକୁ ସଫଳ କରାଇବାକୁ ଅନେକ ଘାତ ପ୍ରତିଘାତର ସାମ୍ନା କରିବାକୁ ହୁଏ । ଯଦି ଆପଣ ପ୍ରଥମ ପିଢ଼ିର ଉଦ୍ୟୋଗୀ ହୋଇଥାନ୍ତି ତେବେ ବାଣିଜ୍ୟକୁ ପ୍ରତିଷ୍ଠିତ କରାଇବା ଲାଗି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଏପରି ଖରାପ ସମୟ ମଧ୍ୟ ଆସେ । ଯାହାକୁ ସାମ୍ନା କରିନ ପାରି ଅନେକେ ବ୍ୟବସାୟ ବନ୍ଦ କରିଦିଅନ୍ତି । ମାତ୍ର । ବିଶେଷଜ୍ଞମାନେ କୁହନ୍ତି, ଏପରି ପରିସ୍ଥିତିରେ ଭାଙ୍ଗିନ ପଡି ସାହସର ସହ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା । ଉଚିତ । ଉଦ୍ୟୋଗୀ ହେବା ବର୍ତ୍ତମାନ ଏକ ଟ୍ରେଣ୍ଡରେ । ପରିଣତ ହୋଇଯାଇଛି । ବର୍ତ୍ତମାନ ଆଇଆଇଟି ଏବଂ ଆଇଆଇଏମ୍ ଗ୍ରାଜୁଏଟ୍ ମାନେ ନିଜର ଷ୍ଟାର୍ଟ ଅପ୍ ମାନ ଖୋଲିବାକୁ କୋଟି କୋଟି ଟଙ୍କାର ପ୍ୟାକେଜ ଅବା ଚାକିରିକୁ ଛାଡି ଦେଉଛନ୍ତି। ସଫଳ ଏଣ୍ଟରପ୍ରିନ୍ୟୋର ହେବା ଲାଗି କେତେକ ଟପ୍ସ ଏପରି କ୍ଷେତ୍ରରେ ଜଣେ ପ୍ରଥମ ପିଢିର ସଫଳ ଏଣ୍ଟରପ୍ରିନ୍ୟୋର ହେବା ଲାଗି କେତେକ ଟପ୍ସ ନିମ୍ନରେ ପ୍ରଦାନ କରାଯାଇଛି। ପ୍ରଥମ ପିଢ଼ିର ଉଦ୍ୟୋଗୀମାନେ ବାଣିଜ୍ୟ । କ୍ଷେତ୍ରରେ ସମ୍ପୂର୍ଣ୍ଣ ନୂଆ ଥାନ୍ତି। ଏପରି କ୍ଷେତ୍ରରେ । ବାଣିଜ୍ୟ ଲାଗି ବ୍ୟକ୍ତିଙ୍କ ନିକଟରେ ପରାମର୍ଶ ଦେବାକୁ ନିଜ ପରିବାରର କୌଣସି ସଫଳ ଲୋକ ନ ଥାନ୍ତି । ଏହି କାରଣ ଯୋଗୁ ବ୍ୟକ୍ତିଙ୍କ ନିକଟରେ ବ୍ୟବସାୟ ସମ୍ପର୍କିତ ଜ୍ଞାନର ଅଭାବ ରହିଥାଏ । ଏହି ଭଳି ଅସୁବିଧାକୁ ଦୂର କରିବାକୁ ହେଲେ ପ୍ରଥମେ ବ୍ୟକ୍ତିଙ୍କୁ ଉଦ୍ୟୋଗ ସମ୍ପର୍କିତ କିଛି ଅଭିଜ୍ଞତା ଲାଭ କରିବାକୁ ପଡିବ । । ଏଥିପାଇଁ ତାଙ୍କୁ କିଛି ବର୍ଷ କାର୍ଯ୍ୟ କରିବାକୁ ହେବା ଯଦିଓ ବାଣିଜ୍ୟ ଚଳାଇବା ଏବଂ ଚାକିରି କରିବା ଦୁଇଟି । ଭିନ୍ନ କଥା ତଥାପି ଏହା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ । ବାଣିଜ୍ୟ ଆରମ୍ଭ କରିବା ଲାଗି ପ୍ରଥମ ପିଢି ଉଦ୍ୟୋଗୀଙ୍କ କ୍ଷେତ୍ରରେ ବିଭିନ୍ନ ଆଇନଗତ ତଥା ଆର୍ଥିକ ସମସ୍ୟାମାନ ଆସିଥାଏ । ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ନିୟମକୁ ବୁଝି ସେହି ଅନୁସାରେ । କାର୍ଯ୍ୟ କରିବା ସେମାନଙ୍କ ପାଇଁ ପ୍ରାୟ କଷ୍ଟକର ବ୍ୟାପାର ହୋଇପଡେ । ଏପରି ସମସ୍ୟାର ସମାଧ୍ୟାନ ଲାଗି ଜଣେ ବୃତିଗତ ଏକ୍ସପର୍ଟଙ୍କର ସହାୟତା ନେବା ଉଚିତ । ନିୟମ ଅନୁଯାୟୀ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିବାରେ ସେ ସହାୟତା କରିପାରିବେ । ବାଣିଜ୍ୟ ଲାଗି ପରିଚାଳନା ପାଣିର ଏକ ଭୂମିକା ରହିଛି। ପାଣ୍ଠି ସଂଗ୍ରହ କରିବା ଲାଗି ଅନେକ କ୍ଷେତ୍ରରେ ଅସୁବିଧାର ସାମ୍ନା କରିବାକୁ ହୁଏ । । ଏପରି ସମସ୍ୟା ଅଧିକାଂଶ ଉଦ୍ୟୋଗୀଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ମାତ୍ର ପ୍ରଥମ ପିଢି ଉଦ୍ୟୋଗୀଙ୍କ କ୍ଷେତ୍ରରେ ଏହାର ମାତ୍ରା ଅଧିକ । ଯଦି ଏପରି ସମସ୍ୟା ଥାଏ ତେବେ ବ୍ୟାଙ୍କ, ସାଙ୍ଗସାଥୀଙ୍କ ସହ ଏଞ୍ଜେଲ ଇନ୍ଭେଷ୍ଟର୍ସଙ୍କଠାରୁ ପାଣ୍ଠି ସଂଗ୍ରହ କରିପାରିବେ । କ୍ୟାଶ ଫ୍ଲୋକୁ ପରିଚାଳନା କରିବା ଏକ କୌଶଳା । ଏହାକୁ ପ୍ରଥମ ପିଢି ଉଦେଶ୍ୟାଗୀମାନେ ବୁଝିବା ଉଚିତ । । ଏହାକୁ ପରିଚାଳନା କରିବାରେ ସକ୍ଷମ ନ ହେଲେ । କମ୍ପାନୀରେ ଅନେକ ସମସ୍ୟା ଆସିଥାଏ । ବଜେଟ ପୁନି । ଲାଗି ପ୍ରଥମରୁ ଯୋଜନା କରି ରଖିବା ଉଚିତ। ଏପରି । କ୍ଷେତ୍ରରେ ଆପଣ କାର୍ଯ୍ୟ କରୁଥିବା କ୍ଲାଏଣ୍ଟଙ୍କଠାରୁ । କାର୍ଯ୍ୟ ଲାଗି ପ୍ରଥମେ କିଛି ଅଗ୍ରିମ ରଖି ପାରିବେ । । ଏହା କରିପାରିଲେ କ୍ୟାଶ ସମସ୍ୟା ପ୍ରାୟ ରହିବ ନାହିଁ । ନିଜ ପାଖରେ କିଛି ଟଙ୍କା ରହିଲେ ହିଁ ଭଲ ଭାବରେ । ସବୁ କାର୍ଯ୍ୟକୁ କରିବା ପାଇଁ ସମର୍ଥ ହୋଇ ପାରିବେ । ଭଲ ଉଦ୍ୟୋଗ ପ୍ରତିଷ୍ଠା ଲାଗି ଏକ ମଜଭୂତ । ଟିମ୍ ଗଠନ କରିବାକୁ ହେବା ନିଜର ଷ୍ଟାର୍ଟ ଅପ୍ । ଲାଗି ସର୍ବଦା ଏକ ସର୍ବୋତ୍ତମ ଟିମ୍ ଗଠନ କରନ୍ତୁ । ସାକ୍ଷାତକାର ସମୟରେ ଏପରି ବ୍ୟକ୍ତିଙ୍କୁ ଚୟନ । କରନ୍ତୁ ଯେଉଁମାନେ ଆପଣଙ୍କ କମ୍ପାନୀର ଅଭିବୃଦ୍ଧି ଲାଗି କାର୍ଯ୍ୟ କରି ପାରିବେ । ଅଧିକ କର୍ମଚାରୀ ରଖିବା ପରିବର୍ତ୍ତେ ଯୋଗ୍ୟ ବ୍ୟକ୍ତିଙ୍କୁ ହିଁ ରଖନ୍ତୁ। ଏପରି କରିବା ଦ୍ଵାରା ବାଣିଜ୍ୟରେ ସଫଳତା ହାର ଅଧିକ ରହିଥାଏ । ବ୍ରାଣ୍ଡର ସଫଳତା ଲାଗି ମାର୍କେଟିଂ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଷ୍ଟାର୍ଟ ଅପ୍ ଆରମ୍ଭ ସମୟରେ ପ୍ରାୟତଃ । କମ୍ ବଜେଟ୍ ରହିଥାଏ । ଏପରି କ୍ଷେତ୍ରରେ ମାର୍କେଟିଂ । ଲାଗି ଖର୍ଚ୍ଚ ଠିକ୍ ଭାବେ ହୋଇପାରେ ନାହିଁ । ମାତ୍ର । ଏହି ଖର୍ଚ୍ଚକୁ ଅଣଦେଖା କରିବା ଅନୁଚିତ । ମାର୍କେଟିଂ ଲାଗି ସବୁବେଳେ କିଛି ବଜେଟ ରଖିବା ଉଚିତ । ପ୍ରାରମ୍ଭିକ ସମୟର ଗ୍ରାହକଙ୍କୁ ଧ୍ୟାନରେ । ରଖିବା ଉଚିତ । ନୂଆ ଗ୍ରାହକଙ୍କୁ ଖୋଜିବା ସହ ଯୋଡି ହୋଇଥିବା ଗ୍ରାହକମାନେ ଯେପରି କମ୍ପାନୀ । ସହିତ ରହିବେ ତାହା ମଧ୍ୟ ଦେଖିବାକୁ ହେବା । ସେହିଭଳି ସଫଳ ବାଣିଜ୍ୟ ଲାଗି ଲୋକଙ୍କର । ବିଶ୍ୱାସ ଜିତିବା ଜରୁରୀ । ଏହା କରିପାରିଲେ ବାଣିଜ୍ୟକୁ ବୃଦ୍ଧି କରିବାରେ ଏହା ସହାୟକ ହୋଇ । ପାରିବା ଅପର ପକ୍ଷରେ କମ୍ପାନୀର ନିବେଶକଙ୍କ ଗୁରୁତ୍ଵପୂର୍ଣ୍ଣ ସହ ଠିକ୍ ଭାବରେ ଡିଲ୍ ମଧ୍ୟ କରିବା ଜରୁରୀ । ଆଧାର – କ୍ୟାରିୟର ବ୍ୟୁରୋ