ଭାରତର ରାଜଧାନୀ ନୂଆଦିଲ୍ଲୀ। ଦେଶର ଅନ୍ୟତମ। ଶିକ୍ଷାନଗରୀ ବିଶ୍ଵସ୍ତରର ଗୁଣାସକ ଶିକ୍ଷା ପାଇଁ କେବଳ ଦେଶର କୋଣ ଅନୁକୋଣ ନୁହେଁ ବିଦେଶରୁ ମଧ୍ୟ ବହୁ ଛାତ୍ରଛାତ୍ରୀ ଏଠାକୁ ଆସିଥାନ୍ତି । ଭାରତୀୟ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସଂପର୍କରେ ଜାଣିବା ପାଇଁ ଦିଲ୍ଲୀ ଏକ ଉପଯୁକ୍ତ ସ୍ନାନ । ଏଠାରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ସହ ଡିପ୍ଲୋମା ପ୍ରଦାନ କରିଥାନ୍ତି । ବିଶ୍ଵବିଦ୍ୟାଳୟଗୁଡିକ ପକ୍ଷରୁ ପିଏଚଡି ମଧ୍ୟ ପ୍ରଦାନ କରାଯାଇଥାଏ । ଓଡ଼ିଶାରେ ବହୁ ଛାତ୍ରଛାତ୍ରୀ ଦିଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଅଛନ୍ତି । ନିଜର ରୁଚି ଅନୁସାରେ ଓଡ଼ିଆ ବିଦ୍ୟାର୍ଥୀ ଦିଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ । ରହଣି ବ୍ୟବସ୍ଥା ଦିଲ୍ଲୀରେ ରହିବା ପାଇଁ ବିଭିନ୍ନ ବିକଳ୍ପ ରହିଛି । ସଶୁଳ୍କ ଅତିଥ୍ ବା ପାଇଁ ଗୋଷ୍ଟ ଏଠାକାର ଅନ୍ୟତମ ଲୋକପ୍ରିୟ ରହଣୀ ବ୍ୟବସ୍ଥା। ବାହାରୁ ଯାଉଥିବା ବହୁ ଛାତ୍ରଛାତ୍ରୀ ପାଇଁ ଗୋଷ୍ଟ ଭାବେ ଏଠାରେ ରହିବା ପାଇଁ ବିଶେଷ ଭାବେ ପସନ୍ଦ କରିଥାନ୍ତି । ଏହା ଦ୍ଵାରା ପାରିବାରିକ ପରିବେଶ ମିଳି ପାରିଥାଏ । ସେହିପରି ଗୋଟିଏ ବା ଦୁଇଟି ଶୋଇବା ଘର ରହୁଥିବା ଆପାର୍ଟମେଣ୍ଟ ଗୁଡିକରେ ରହଣି ବ୍ୟବସ୍ଥା କରାଯାଇ ପାରେ । ଏକାଧିକ ଛାତ୍ର ଏକାଠି ରହିବା ଦ୍ଵାରା ଖର୍ଚ୍ଚରେ ଭାଗ ହୋଇଯାଇଥାଏ । ଏହା ସହ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ବେସରକାରୀ ହଷ୍ଟେଲ ବ୍ୟବସ୍ଥା ସବୁ ରହିଛି । ଏହି ସବୁ ହଷ୍ଟେଲଗୁଡିକରେ ଡାକ୍ତର ସେବା, ଲଣ୍ଡି, କେବୁଲ ଟିଭି, ସୁରକ୍ଷା ଗାର୍ଡ, ପାୱାର ବ୍ୟାକଅପ ଆଦି ବ୍ୟବସ୍ଥା ମଧ୍ୟ ରହିଥାଏ । ଗମନାଗମନ ବ୍ୟବସ୍ଥା ଦିଲ୍ଲୀ ଏକ ସୁପରିକଳ୍ପିତ ଏବଂ ବ୍ୟବସ୍ଥିତ ସହର । ରାସ୍ତାଗୁଡିକ ଚଉଡା ହେବା ସହିତ ଯୋଗାଯୋଗର ଉତ୍ତମ ବ୍ୟବସ୍ଥା ରହିଛି । ଯିବା ଆସିବା ପାଇଁ ଏଠାରେ ଅନ୍ୟ ସହର ପରି ବହୁ ବିକଳ୍ପ ରହିଥିବାବେଳେ ଦିଲ୍ଲୀ ମେଟ୍ରୋ ହେଉଛି ସବୁଠାରୁ ବେଶୀ ଲୋକପ୍ରିୟ। ଏହା ସହ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ ବିଶ୍ଵର ସର୍ବବୃହତ ସିଏନର୍ଜି ବସ ସେବାକୁ ପରିଚାଳନା କରିଥାଏ । ସାର୍ବଜନିକ ପରିବହନ ପାଇଁ ଅଟୋ ରିକ୍ସା ଅନ୍ୟତମ ବିକନ୍ଧ । ଭାରତର ଅନ୍ୟ ସହର ସହିତ ଦିଲ୍ଲୀ ସଡ଼କ, ରେଳ ଓ ଆକାଶପଥ ସହ ଜଡିତ ହୋଇରହିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ଦିଲ୍ଲୀର ଶିକ୍ଷାନୁଷ୍ଠାନ ବିଶ୍ଵବିଦ୍ୟାଳୟ ଜବାହାରଲାଲ ନେହରୁ ବିଶ୍ଵବିଦ୍ୟାଳୟ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ଵବିଦ୍ୟାଳୟ ଇନ୍ଦିରା ଗାନ୍ଧି ନ୍ୟାସନାଲ ଅପନ୍ ୟୁନିଭରସିଟି ଜାମିଆ ମିଲିଆ ଇସଲାମିଆ ନ୍ୟାସନାଲ ୟୁନିଭରସିଟି ଅଫ୍ ଏଜୁକେସନାଲ ପ୍ଲାନିଂ ଏଣ୍ଡ ଆଡମିନିଷ୍ଟ୍ରେସନ ନ୍ୟାସନାଲ ଲ' ୟୁନିଭରସିଟି ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭରସିଟି ଏହାସହିତ ଦିଲ୍ଲୀରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରହିଛି । ଇଞ୍ଜିନିୟରିଂ କଲେଜ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଦିଲ୍ଲୀ ଆମେଠି ସ୍କୁଲ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ଭଗବାନ ପର୍ଶୁରାମ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଭାରତୀ ବିଦ୍ୟାପୀଠ କଲେଜ ଅଫ ଇଞ୍ଜିନିୟରିଂ ବ୍ରହ୍ମପ୍ରକାଶ ସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟୟ ଦିଲ୍ଲୀ ଇନଷ୍ଟିଚ୍ୟୁଟ ଅଫ ଟୁଲ ଇଞ୍ଜିନିୟରିଂ ଦ୍ରୋନାଚାର୍ଯ୍ୟ କଲେଜ ଅଫ ଇଞ୍ଜିନିୟରିଂ ଫାକଲ୍ଟି ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ଜି.ବି ପନ୍ଥ ଇଞ୍ଜିନିୟରିଂ କଲେଜ ଗୁରୁ ପ୍ରେମସୁଖ ମେମୋରିଆଲ କଲେଜ ଅଫ ଇଞ୍ଜିନିୟରିଂ ଏଚଏମାଆର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିକାଲ ଇନ୍ଦିରା ଗାନ୍ଧି ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭରସିଟି ଫର ଓ ମେନ ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି ଜଗନ୍ନାଥ ଗୁପ୍ତ ମେମୋରିଆଲ ଏଜୁକେସନ ସୋସାଇଟି ଦିଲ୍ଲୀ ଟେକନୋଲୋଜିକାଲ ୟୁନିଭରସିଟି ସୋସାଇଟି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ନେତାଜୀ ସୁଭାଷ ଇନଷ୍ଟିଚ୍ୟୁଟ ଅଫ ଦିଲ୍ଲୀ ଟେକ୍ନୋଲୋଜି ନର୍ଦେନ ଇଣ୍ଡିଆ ଇଞ୍ଜିନିୟରିଂ କଲେଜ ପୁଷା ପଲିଟେକ୍ନିକ୍ ଶ୍ରୀ ବଲୱନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ୟୁନିଭରସିଟି ସ୍କୁଲ ଅଫ ବାୟୋଟେକ୍ନୋଲୋଜି ୟୁନିଭରସିଟି ସ୍କୁଲ ଅଫ କେମିକାଲ ଟେକ୍ନୋଲୋଜି ୟୁନିଭରସିଟି ସ୍କୁଲ ଅଫ ଇନଫରମେସନ, କମ୍ୟୁନିକେସନ ଏଣ୍ଡ ଟେକ୍ନୋଲୋଜି ଅନ୍ୟାନ୍ୟ ଆଇନ ପାଠ ୟୁନିଭରସିଟି ସ୍କୁଲ ଅଫ ଲ’ ଏଣ୍ଡ ଲିଗାଲ ଷ୍ଟଡିଜ୍ ଆମେଠି ଲ’ ସ୍କୁଲ ଫାକଲଟି ଅଫ ଲ', ୟୁନିଭରସିଟି ଅଫ ଦିଲ୍ଲୀ ଆଇଡିଆଲ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଟେକ୍ନୋଲୋଜି ଇଣ୍ଡିଆନ ଲ' ଇନଷ୍ଟିଚ୍ୟୁଟ୍ ଇସାନ ଇନଷ୍ଟିଚ୍ୟୁଟ ଅଫ ଲ’ ନ୍ୟାସନାଲ ଲ’ ସ୍କୁଲ ଅଫ ଦିଲ୍ଲୀ ବିଜିନେସ୍ ଆମେଠି ବିଜିନେସ ସ୍କୁଲ ଏସିଆ ପାସିଫିକ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ସେଣ୍ଟମ ୟୁ ଦିଲ୍ଲୀ ଇନଷ୍ଟିଚ୍ୟୁଟ ଅଫ ଡିଜିଟାଲ ମାର୍କେଟିଂ ଦିଲ୍ଲୀ ସ୍କୁଲ ଅଫ ମ୍ୟାନେଜମେଣ୍ଟ ଦିଲ୍ଲୀ ସ୍କୁଲ ଅଫ କମ୍ୟୁନିକେସନ ଦିଲ୍ଲୀ ସ୍କୁଲ ଅଫ ପ୍ରଫେସନାଲ ଷ୍ଟଡିଜ ଏଣ୍ଡ ରିସର୍ଚ୍ଚ ଡିପାର୍ଟମେଣ୍ଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ ଫାକଲ୍ଲି ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଫରେନ ଟ୍ରେଡ଼୍ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପ୍ଲାନିଂ ଏଣ୍ଡ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଡେଭଲପମେଣ୍ଟ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବିଜିନେସ ଷ୍ଟଡିଜ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ଜଗନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ ଲାଲ ବାହାଦୁର ଶାସ୍ତ୍ରୀ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ ମାଉଣ୍ଟ କାରମେଲ ବିଜିନେସ୍ ସ୍କୁଲ ନ୍ୟୁ ଦିଲ୍ଲୀ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ନିଲ୍ମ ସ୍କୁଲ ଅଫ ବିଜିନେସ ସହିଦ ଶୁକଦେବ କଲେଜ ଅଫ ବିଜିନେସ୍ ଷ୍ଟଡିଜ ସ୍କାଏ ଲାଇନ ବିଜିନେସ୍ ସ୍କୁଲ ଟାଇମ୍ବ ବିଜିନେସ ସ୍କୁଲ ୟୁନିଭରସିଟି ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ ଏହାସହିତ ଅନ୍ୟ କେତେକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି । ବିଭିନ୍ନ ପାଠ୍ୟକ୍ରମ ଦିଲ୍ଲୀରେ ରହିଥିବା ଶିକ୍ଷାନୁଷ୍ଠାନଗୁଡିକରେ ବିଭିନ୍ନ ବିଭାଗର ସ୍ନାତକ, ସ୍ନାତକୋତ୍ତର, ଡିପ୍ଲୋମା ଆଦି ପାଠ୍ୟକ୍ରମର ସୁଯୋଗ ରହିଛି । ହିନ୍ଦୀ, ଇଂରାଜୀ, ଅର୍ଥନୀତି, ଗଣିତ, ଇତିହାସ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ସାମାଜିକ ବିଜ୍ଞାନ ପରି ସାଧାରଣ ମହାବିଦ୍ୟାଳୟଗୁଡିକରେ ରହୁଥିବା ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ଅନ୍ୟ କେତେକ ବିଷୟରେ ସ୍ନାତକ ଡିଗ୍ରୀ ପାଇଁ ଶିକ୍ଷା ଦିଆଯାଇଥାଏ । ସ୍ନାତକ ପାଠ୍ୟକ୍ରମ ବିବିଏ ଇଣ୍ଡିଗ୍ରେଟେଡ ବିବିଏ ଏଣ୍ଡ ଏମବିଏ ବିବିଏ ରିଟଲି ଅପରେସନ କମ୍ପ୍ୟୁଟର ବିଜ୍ଞାନ ସୂଚନା ଓ ପ୍ରଯୁକ୍ତି ଭିଏଫଏକ୍ ଏଣ୍ଡି ଡିଜିଟାଲ ମିଡିଆ ଆନିମେଶନ ବିଏସସି ଆଇଟି ବିଏସସି ନେଟୱର୍କିଂ ଇଣ୍ଡିଗ୍ରେଟେଡ ବିଏସସି - ଏମଏସସି ଇଣ୍ଟିଗ୍ରେଟେଡ ବିସିଏ-ଏମସିଏ ଜର୍ଣ୍ଣାଲିଜମ୍ ଏଣ୍ଡ ମାସ୍ କମ୍ୟୁନିକେସନ ବିଏସସି ଇନ୍ ଆପ୍ଲାଏଡ଼ ବାୟୋ-ଟେକ୍ନୋଲୋଜି ହୋମ ସାଇନ୍ ବିଏସସି ଇନ୍ ହୋଟେଲ ମ୍ୟାନେଜମେଣ୍ଟ ମେଡିକାଲ ଲାବ୍ ଟେକନିସିଆନ ଆଇନ ଇଣ୍ଟେରିଅର୍ ଡିଜାଇନ ବିକମ୍ ସ୍ନାତକୋତ୍ତର ପାଠ୍ୟକ୍ରମ ଏମବିଏ ଏମସିଏ ମାଷ୍ଟର ଇନ୍ କମ୍ପ୍ୟୁଟର ସାଇନ୍ସ ମାଷ୍ଟର ଇନ୍ ବାୟୋ ଇନଫରମେଟିକ ମାଷ୍ଟର ଇନ୍ କର୍ଣ୍ଣାଲିଜମ୍ ମାଷ୍ଟର ଇନ୍ ହୋଟେଲ ମ୍ୟାନେଜମେଣ୍ଟ ମାଷ୍ଟର ଇନ୍ ମେଡିକାଲି ଲାବ ଟେକ୍ ମାଷ୍ଟର ଇନ ଇଣ୍ଟରିଅର ଡିଜାଇନିଂ ମାଷ୍ଟର ଇନ ଲାଇବ୍ରେରୀ ସାଇନ୍ସ ଆଧାର – କ୍ୟାରିୟର କାଉନ୍ସିଲିଙ୍ଗ