ସୁବିଧା ଏହି ଯୋଜନାରେ ଯୁବ କଳାକାରଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ । ଭାରତରେ, ଭାରତୀୟ କ୍ଲାସିକାଲ ନୃତ୍ୟ, ଡ୍ରାମା, ଦୃଶ୍ୟମାନ କଳା, ପାରମ୍ପରିକ କଳା, ପାରମ୍ପରିକ ସଙ୍ଗୀତ । ସମୁଦାୟ ବୃତ୍ତି – ୪୦୦ କେଉଁ କ୍ଷେତ୍ରରେ ବୃତ୍ତି ଦିଆଯିବ ପାରମ୍ପରିକ ସଙ୍ଗୀତ ପାରମ୍ପରିକ ହିନ୍ଦୁସ୍ଥାନୀ ସଙ୍ଗୀତ (ଗାଇବା, ବାଦ୍ୟଯନ୍ତ୍ର) ପାରମ୍ପରିକ କର୍ଣ୍ଣାଟକ ସଙ୍ଗୀତ (ଗୀତ ଏବଂ ବାଦ୍ୟଯନ୍ତ୍ର) । ଭାରତୀୟ ପାରମ୍ପରିକ ନୃତ୍ୟ । ଭାରତନାଟ୍ୟମ, କଥକ, କୁଚିପୁଡି, କଥକଲି, ମୋହିନ୍ୟାଟମ, ଓଡିଶୀ ନୃତ୍ୟ, ସଙ୍ଗୀତ, ମଣିପୁରୀ ନୃତ୍ୟ, ସଙ୍ଗୀତ, ଗୌଡିୟା ନୃତ୍ୟ, ଛାଉନୃତ୍ୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ। ଡ୍ରାମା ଡ୍ରାମାର କଳାକାର, ନିର୍ଦ୍ଦେଶକ ଇତ୍ୟାଦି, ଡ୍ରାମା ଲେଖକ କିମ୍ବା ଗବେଷକକୁ ଏଥିରୁ ବାଦ ଦିଆଯିବ । ମିମେ ଦୃଶ୍ୟମାନ କଳା ଗ୍ରାଫିକ, ପଥର କଳା, ପେଣ୍ଟିଙ୍ଗ, ଫଟଗ୍ରାପି, ଚିତ୍ରକଳା, ଚିଟା ମାଟିରୁ କଳାକୃତି ଇତ୍ୟାଦି । ଲୋକ କଳା, ପାରମ୍ପରିକ କଳା କଣ୍ଢେଇ ନାଚ, ଲୋକକଳା ଡ୍ରାମା, ଲୋକ ନୃତ୍ୟ, ଲୋକ ଗୀତ, ଲୋକ ସଙ୍ଗୀତ ଶାସ୍ତ୍ରୀୟ ସଙ୍ଗୀତ ଠୁମୁରୀ, ଦାଦ୍ରା, ତାପା, କୱାଲି, ଗଜଲ ଶାସ୍ତ୍ରୀୟ ନୃତ୍ୟ ଯାହା କର୍ଣ୍ଣାଟଙ୍କ ଉପରେ ପର୍ଯ୍ୟବେସିତ । ରବିଦ୍ର ସଙ୍ଗୀତ, ନାଜୁରାଲା ସଙ୍ଗୀତ, ଅତୁଲ ପ୍ରସାଦ । ବୃତ୍ତିର ଅବଧି ବୃତ୍ତିର ଅବଧି ହେଉଛି ୨ ବର୍ଷ । ବୃତ୍ତିଧାରୀର ପୂର୍ବ ରେକର୍ଡକୁ ଯାଞ୍ଚ କରାଯାଇ ବୃତ୍ତିପାଇଁ ଚୟନ କରାଯିବ । ବୃତ୍ତିଧାରୀ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ହୋଇଥିବେ ଏବଂ ଏକ ଗୁରୁଙ୍କ ଅଧିନରେ ନିଜର ଅଭ୍ୟାସ ଜାରୀ ରଖିଥିବେ । ପ୍ରତ୍ୟେକ ବୃତ୍ତିଧାରୀଙ୍କ ୨ ବର୍ଷ ପର୍ଯ୍ୟନ୍ତ ମାସିକ ୫୦୦୦/- ଟଙ୍କା ପ୍ରଦାନ କରାଯିବ ଯେଉଁଥିରେ ଯାତ୍ରା, ବହି, ଚିତ୍ରାଳୟ ବସ୍ତୁ, ଟ୍ୟୁସନ ଓ ଟ୍ରେନିଙ୍ଗର ଫିସ ଅନ୍ତର୍ଭୁକ୍ତ । ବୃତ୍ତି ପାଇଁ ଫର୍ମ ବୃତ୍ତି ପାଇଁ ଆବେଦନ ଫର୍ମ ଆଧାର - ଭାରତ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର