ପ୍ରଶ୍ନ ରାଜପୁତନାରେ ବିବେକାନନ୍ଦ କାହାର ଅତିଥି ଗ୍ରହଣ କରିଥିଲେ । A. ଶରତ ଚନ୍ଦ୍ର ଗୁପ୍ତ B. କ୍ଷେତରୀ ମହାରାଜ C. ପାଓହାରୀ ବାବା D. ସାନ୍ତାଳମାନଙ୍କର ବିବେକାନନ୍ଦ ଜ୍ଞାନୀ ପଣ୍ଡିତଙ୍କ ସହିତ କେଉଁ ବିଷୟରେ ଚର୍ଚ୍ଚା କରୁଥିଲେ । A. ଇତିହାସ B. ଧର୍ମ C. ଅର୍ଥନୀତି D. ଐତିହ ଓ ଶାସ୍ତ୍ରପୁରାଣ କନ୍ୟାକୁମାରୀ ସମୁଦ୍ର କୂଳର ଅଳ୍ପଦୂରରେ ଥିବା ପାହାଡ ପାଖକୁ ବିବେକାନନ୍ଦ କିପରି ଯାଇଥିଲେ । A. ନୌକାରେ B. ପହଁରି ପହଁରି C. ଜାହାଜରେ D. ବୋଟରେ ସ୍ଵାମିଜୀଙ୍କର ବହୁ ଉତ୍ସାହୀ ଶିଷ୍ୟ କେଉଁଠାରେ ଜୁଟିଥିଲେ A. ବମ୍ବେରେ B. କନ୍ୟାକୁମାରୀ C. ମାଡ୍ରାସରେ D. ରାମେଶ୍ଵରରେ ବିବେକାନନ୍ଦଙ୍କର ଐତିହାସିକ ଭୂମିକା କଣ ଥିଲା A. ଶିଷ୍ୟମାନଙ୍କୁ ଉପଦେଶ ଦେବା B. ପଣ୍ଡିତମାନଙ୍କୁ ସମ୍ମାନ ଦେବା । C. ବେଦବେଦାନ୍ତ , ଧର୍ମଶାସ୍ତ୍ର ଉପରୁ ଆବର୍ଜନା ଦୂର କରିବା D. ଦେଶରୁ ଦାରିଦ୍ର୍ୟ ଦୂର କରିବା । ଓଡିଆ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର “ ଉତ୍କଳଦୀପିକା “ ର ସଂପାଦକ କିଏ ଥିଲେ । A. ଗୋପବନ୍ଧୁ ଦାସ B. ମଧୁସୂଦନ ଦାସ C. ଗୌରୀଶଙ୍କର ରାୟ D. ଫକିରମୋହନ ସେନାପତି ରାଜା ରାମମୋହନ ରାୟ କେଉଁ ଧର୍ମ ପ୍ରତିଷ୍ଠା କରିଥିଲେ । A. ବୈଷ୍ଣବ ଧର୍ମ B. ବ୍ରାହ୍ମଧର୍ମ C. ମହିମାଧର୍ମ D. ଶାକ୍ତ ଧର୍ମ କେତେ ମସିହା ବେଳକୁ ଓଡିଶାରେ ନବଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ହେଲା । A. ୧୮୭୦ B. ୧୮୬୬ C. ୧୮୨୮ D. ୧୮୬୯ ଓଡିଶା ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ କଣ A. ବିବିଧ ପ୍ରବନ୍ଧ B. ମୋ ନିଶ C. ବିବେକା D. ଇତାଲୀୟ ଯୁବା । ନିମ୍ନୋକ୍ତ ମଧ୍ୟରୁ କିଏ ରାଧାନାଥ ରାୟଙ୍କ ରଚିତ ଏକ କାବ୍ୟ ନୁହେଁ A. ଚିଲିକା B. ଉଷା C. କେଦାରଗୌରୀ D. ତପସ୍ଵିନୀ “ ପ୍ରଣୟବଲ୍ଲରୀ “ କାବ୍ୟର ରଚୟତା କିଏ A. ନନ୍ଦକିଶୋର ବଳ B. ଗଙ୍ଗାଧର ମେହେର C. ରାଧାନାଥ ରାୟ D. ମଧୁସୂଦନ ରାଓ ପଲ୍ଲୀକବି ନନ୍ଦକିଶୋର ବଳ ରଚନା କରିଥିବା ଉପନ୍ୟାସର ନାମ କଣ A. କନକଳତା B. ପ୍ରୟାଶ୍ଚିତ C. ଅଭାଗିନୀ D. ମାଟିର ମଣିଷ ଓଡିଶା ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ କେଉଁଟି A. ବିବାସିନୀ B. ପଦ୍ମମାଳୀ C. କନକଲଟା D. ନଅତୁଣ୍ଡୀ ଓଡିଆ ଭାଷାର କଳା କୋଣାର୍କ ଭାବେ ପରିଚିତ “ ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷ” ର ରଚୟତା କିଏ A. ଫକିର ମୋହନ ସେନାପତି B. ଗୋପାଳଚନ୍ଦ୍ର ପ୍ରହରାଜ C. ରାମଶଙ୍କର ରାୟ D. ଗୋପୀନାଥ ନନ୍ଦ “ ଉତ୍କଳ ସମ୍ମିଳନୀ” କେତେ ଖ୍ରୀସ୍ତାଦ୍ଦରେ ମଧୁସୂଦନ ଦାସ ପ୍ରତିଷ୍ଠା କରିଥିଲେ । A. ୧୯୦୩ B. ୧୮୬୮ C. ୧୯୦୯ D. ୧୯୩୦ କବି କେଉଁଠି ନିର୍ଝର ସୃଷ୍ଟି କରିଆବାକୁ କହିଛନ୍ତି A. ଜଙ୍ଗଲରେ B. ମରୁ ପଥରେ C. ପାହାଡ ଉପରେ D. ପ୍ରତିଗ୍ରାମ ରେ ନବୀନ ଯୁଗର କେଉଁମାନଙ୍କୁ ଜାଗି ଉଠିବା ପାଇଁ କବି ଆହ୍ଵାନ ଦେଇଛନ୍ତି । A. ବୃଦ୍ଧମାନଙ୍କୁ B. ଶିଶୁମାନଙ୍କୁ C. ତରୁଣମାନଙ୍କୁ D. କୃଷକ ମାନଙ୍କୁ । ଲକ୍ଷ ଜୀବନରେ କଣ ଖେଳାଇବାକୁ କବି କହିଛନ୍ତି A. ସମାଜବାଦୀଧାରା B. ଆଲୋକଧାରା C. ଉତ୍ସାହବାଣୀ D. ଅନ୍ଧକାରଧାରା “ଜାଗ ବନ୍ଧନହରା” କବିତାରେ “ ବନ୍ଧନହରା” କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି । A. କୃଷକ B. ଶୋଷିତ C. ତରୁଣ D. ଶ୍ରମିକ ନିମ୍ନୋକ୍ତ ମଧ୍ୟରୁ “ ଜାଗ ବନ୍ଧନ ହରା” କବିତାର ରଚୟତା କିଏ A. ଅନନ୍ତ ପଟ୍ଟନାୟକ B. ବିଦ୍ୟୁତପ୍ରଭା ଦେବୀ C. ଗଙ୍ଗାଧର ମେହେର D. କୃଷ୍ଣଚନ୍ଦ୍ର ପ୍ରାଣିଗ୍ରାହୀ ମହାମାନବର ଶଙ୍ଖ ଶବ୍ଦରେ କଣ ପ୍ରଶମିତ ହେବ ବୋଲି କବି କହିଛନ୍ତି A. ଅଗ୍ନି B. ଦୁଃଖଜ୍ଵାଳା C. ଉତ୍ତାପ D. ଆଲୋକଧାରା “ ଜଗ ବନ୍ଧନହରା” କବିତାରେ କଣ ଲୁପ୍ତ ହେବାକୁ କବି କହିଛନ୍ତି A. ଦୁଃଖ ଯନ୍ତ୍ରଣା B. ଅଧର୍ମ C. ଜାତି ଉପଜାତି D. ରୋଗ-ଶୋକ ମରଣ ଦୁଆରେ କେଉଁ ଗୀତ ଗାଇବା ପାଇଁ କବି ଆହ୍ଵାନ ଦେଇଛନ୍ତି । A. ଆମର ଗାନ B. ଶୋକଗୀତ C. ମୃତ୍ୟୁ ସଙ୍ଗୀତ D. ଭଜନ “ ସମମୁଖେ ତବ” – “ ତବ” ଏଠାରେ କାହା ଉଦ୍ଦେଶ୍ୟରେ କୁହାଯାଇଛି । A. ନବଯୁଗର ତରୁଣ B. ନବୀନ ଯୁଗର କୃଷକ C. ବୈଜ୍ଞାନିକ D. ସମାଜ ସଂସ୍କାରକ ଭୁବନସାରା ହସାଇବା ପାଇଁ କଣ ଭିନ୍ନ କରିବାକୁ କୁହାଯାଇଛି । A. ଆଳସ୍ୟ B. ହିଂସା C. ମୋହ ମମତାର ତନ୍ଦ୍ରା ସ୍ପର୍ଶ D. ଦାରିଦ୍ର୍ୟ ନବୀନ ଯୁଗର ତରୁଣମାନଙ୍କ ସମ୍ମୁଖରେ ମୋହ ମମତାର ନୀର କଣ ରଚନା କରିଛି । A. କୁହେଳି B. ଅନ୍ଧକାର C. ମାୟା D. ଭ୍ରମ ବନ୍ଧନହରା କଣ କଲେ କ୍ରନ୍ଦନ ଶେଷ ହେବ । A. ବନ୍ଧନ ଛିନ୍ନ କଲେ B. ଦାରିଦ୍ର୍ୟ ଦୂର କଲେ C. ସମାଜସେବା କଲେ D. କୁସଂସ୍କାର ଦୂର କଲେ ତରୁଣମାନଙ୍କ ରଥ କାହାକୁ ଚୂର୍ଣ୍ଣ କରିବ । A. କ୍ଷୁଧାର ଜ୍ଵାଳା B. ପୀଡନର ପର୍ବତ C. କୁସଂସ୍କାର D. ଅଧର୍ମ ବୈଜୟର ମାଳା ଘେନିବା ପୂର୍ବରୁ କଣ ଭାଜିପଡୁ ବୋଲି କବି କହିଛନ୍ତି A. ଅଗର୍ଳ B. ଗର୍ବ C. ପ୍ରାଚୀ D. ଦୁଃଖ ମାନବ ଶିରରୁ କଣ ପୋଛି ଦେବାକୁ କବି ଆହ୍ଵାନ ଦେଇଛନ୍ତି । A. ଶ୍ଵେଦବିନ୍ଦୁ B. ଜଳ C. ସଂଚିତ ଅପମାନ D. ଋଣବୋଝ ଚନ୍ଦ୍ରଭାଗା ଟିରରେ ନରସିଂହ ଦେବା କାହାକୁ ପ୍ରଣାମ କାଲେ । A. ମାଙ୍କୁ B. ସୂର୍ଯ୍ୟଙ୍କୁ C. ସମୁଦ୍ରକୁ D. ନାରାୟଣଙ୍କୁ ଶାମ୍ବ ସୂର୍ଯ୍ୟପୂଜା କରିଥିଲେ କାହିଁକି A. ରାଜା ହେବା ପାଇଁ B. କୁଷ୍ଠ ବ୍ୟାଧିରୁ ମୁକ୍ତି ପାଇଁ C. ଧନଲାଭ ଆସାରେ D. ସୂର୍ଯ୍ୟଙ୍କ ପରି ତେଜସ୍ଵୀ ହେବାକୁ ଉତ୍କଳରେ ବହୁ ମନ୍ଦିର ପ୍ରତିଷ୍ଠା ହୋଇଛି, କିନ୍ତୁ କେଉଁ ଦେବତାଙ୍କ ଉପସନା ପାୟନ ଗୋଟିଏ ସୁଦ୍ଧା ମନ୍ଦିର ନାହିଁ । A. ହନୁମାନ B. ଗଣେଶ C. ସୂର୍ଯ୍ୟ D. ବିଷ୍ଣୁ ଛାୟାଦେବୀ ନରସିଂହଙ୍କୁ କି ଅନୁରୋଧ କରିଥିଲେ । A. ଜଗନ୍ନାର୍ଥଙ୍କୁ ପୂଜା କରିବା ପାଇଁ B. ଚନ୍ଦ୍ରଭାଗାରେ ସୂର୍ଯ୍ୟମନ୍ଦିର ପ୍ରତିଷ୍ଠା କରିବାକୁ । C. ସିଂହାସନ ଆରୋହଣ କରିବା ପାଇଁ D. ରାଜ୍ୟ ଜୟ କରିବା ପାଇଁ ନରସିଂହଦେବ କାହାକୁ ସ୍ଵୟଂ ନାରାୟଣ ବୋଲି କହିଛନ୍ତି । A. ସୂର୍ଯ୍ୟଙ୍କୁ B. ଅଗ୍ନିଙ୍କୁ C. ଗୁରୁଙ୍କୁ D. ପିତାଙ୍କୁ ନରସିଂହଦେବ କାହାର ପୂଜାରୀ ବୋଲି ଶିବେଇ ସାନ୍ତରା କହିଛନ୍ତି A. ପ୍ରକୃତିର B. କଳାର C. ସୌନ୍ଦର୍ଯ୍ୟ D. ଶକ୍ତିର କେଉଁ ଗଣ୍ଡ ଉପରେ ମନ୍ଦିର ତୋଳିବାକୁ ନରସିଂହ ଦେବ ଶିବେଇ ସାନ୍ତରାଙ୍କୁ ଦାୟିତ୍ଵ ଦେଲେ । A. ପଦ୍ମତୋଳା B. ରାଣୀତୋଳା C. ସାତକୋଶିଆ D. ଚିଲିକା “ ମୋ ଡାହାଣ ଆଖି ଇମିତି ନାଚି ଉଠୁଛି କାହିଁକି?- ଏକଥା କିଏ କହିଛନ୍ତି । A. ଧରମାର ମା B. ବିଶୁମହାରଣା C. ଆଗନ୍ତୁକ D. ଧରମା ଦେଉଳ ତୋଳା ସରିଯାଇଥିଲେ ମଧ୍ୟ କଣ ବସି ପାରୁନାହିଁ ବୋଲି ଆଗନ୍ତୁକ କହିଛନ୍ତି । A. ଦ୍ଵାରବନ୍ଧ B. ଦଧିନଉତି C. ଘଣ୍ଟି D. ପତାକା “ ଏ ବାରଶ” ବଢେଇର ଦାୟ ନା ପୁଅରେ ଦାୟ”? ଏକଥା କିଏ କହିଛନ୍ତି । A. ନରସିଂହ ଦେବ B. ବିଶୁ ମହାରଣା C. ଧରମାର ମା D. ୨ୟ ଶିଳ୍ପୀ ନିମ୍ନୋକ୍ତ ମଧ୍ୟରୁ ଶୁଦ୍ଧ ଶବ୍ଦଟି କିଏ । A. ବହୁବ୍ରୀହି B. ବହୁବ୍ରିହୀ C. ବହୁ ବ୍ରିହି D. ବହୂବ୍ରିହୀ “ ଯାତାୟାତ – ଏହାର ଶୁଦ୍ଧ ରୂପ କଣ A. ଯାତୟାତ B. ଯାତାୟାତ C. ଯତାୟାତ D. ଯାତୟତ ନିମ୍ନୋକ୍ତ ମଧ୍ୟରେ କେଉଁଥିରେ ସନ୍ଧିଗତ ଅଶୁଦ୍ଧି ଅଛି । A. ସୂର୍ଯ୍ୟପରାଗ B. ନିର୍ଦ୍ଧନୀ C. ଶଶୀଭୂଷଣ D. ଆହୋରାତ୍ର କୌଣସି ଶବ୍ଦ ନିଜସ୍ୱ ଅର୍ଥଛାଡି,ଅନ୍ୟ ଶବ୍ଦ ସହିତ ମିଶି ସ୍ଵତନ୍ତ୍ର ଅର୍ଥ ପ୍ରକାଶ କଲେ ତାକୁ କଣ କୁହାଯାଏ । A. ସମାସ B. କାରକ C. କୃଦନ୍ତ D. ରୂଢି ନିମ୍ନୋକ୍ତ ମଧ୍ୟରୁ କିଏ ଏକ ରୂଢ ଶବ୍ଦ A. ସୁନ୍ଦର B. ଘଟ C. ଗଢା D. ଗଛ ଓଡିଆ ଭାଷାରେ ପ୍ରଚଳିତ ରୂଢି ପ୍ରୟୋଗର କେତୋଟି ଧାରା ପରିଲିକ୍ଷିତ ହୁଏ ,। A. ଚାରୋଟି B. ଦୁଇଟି C. ପାଞ୍ଚଟି D. ତିନୋଟି ଏମାନଙ୍କ ମଧ୍ୟରେ କିଏ ଏକ କ୍ରିୟାହୀନ ରୂଢିର ଉଦାହରଣ ଅଟେ ? A. ଅରଣ୍ୟ ରୋଦନ B. ଆଖିଦେବା C. କପାଳ ଫାଟିବା D. କାନରେ ହାତ ଦେବା " ସବୁ ଶେଷ କରିଦେବା " - ଏହି ଅର୍ଥ ବୁଝାଉଥିବା ରୂଢିଟି କଣ A. ଖାଇବା ପତରରେ ଧୁଳି ଦେବା B. ଚଳୁ କରିଦେବା C. କଳାକନା ବୁଲାଇବା D. ଗୁଜୁରାଣ ମେଣ୍ଟାଇବା " କୁହାମୁଣ୍ଡା କପିଳା '- ଏହି ରୂଢିଟିର ଅର୍ଥ କଣ A. ଜନ୍ମରୁ ଚତୁର B. ବହୂ ଅବାନ୍ତର କଥା କହିବା C. ନିଜ ଜନ୍ମରୁ ଅଯୋଗ୍ୟ D. ନିର୍ବୋଧ "ଜୋକ କରି ଲାଗିବା"- ଏହା କି ପ୍ରକାର ରୂଢି A. କ୍ରିୟା ହୀନ B. କ୍ରିୟାଯୁକ୍ତ C. ତୁଳନାତ୍ମକ D. ବିଶେଷ୍ୟ ଉତ୍ତର ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )