ସେଟ ଏ ଘଟୋତ୍କଚଙ୍କ ପିତାଙ୍କ ନାମ କେଏନ A. ଭୀମ B. ଅର୍ଜୁନ C. ଦୁର୍ଯୋଧନ D. ଦ୍ରୁପଦ ସୀତାଙ୍କ ପାଇଁ ଉଷା ଉପହାର ସ୍ୱରୂପ କଣ ଆଣିଛନ୍ତି A. ପାଟବସ୍ତ୍ର B. ନୀହାର ରୂପକ ମୁକ୍ତା C. ଅଳଙ୍କାର D. ସୁଗନ୍ଧିତ ପୁଷ୍ପ ଆମ ମନ ସୁଖ ପାଇଁ ହସକଥା କେଉଁତିରେ ଭରି ରହିଛି A. ଗଛଲଟାରେ B. ପକ୍ଷୀଡାକରେ C. ଫୁଲର ମହକରେ D. ନଈ ସମୁଦ୍ରରେ ଶିକ୍ଷିତମାନଙ୍କ ଗ୍ରାମ ଛାଡି ପଳାଇଯିବା ସହ କେଉଁ ପୌରାଣିକ କଥାରେ ତୁଳାନା କରାଯାଇଛି A. ଶ୍ରୀକୃଷ୍ଣଙ୍କ ମଥୁରାଗମନ B. ରାମଙ୍କ ବନ ଗମନ C. ପାଣ୍ଡବଙ୍କ ବନବାସ D. ଶ୍ରୀରାମ ଲଙ୍କାଯାତ୍ରା ଶ୍ରୀରାମକୃଷ୍ଣ ପୃଥିବୀରୁ ବିଦାୟ ନେବାବେଳକୁ ନରେନଙ୍କୁ କେତେ ବର୍ଷ ହୋଇଥିଲା । A. 24 B.21 C.23 D.22 “ଦରବାର “ ନାମକ ବ୍ୟଙ୍ଗ କାବ୍ୟର ରଚୟତା କିଏ A. ଗଙ୍ଗାଧାର ମେହେର B. ରାଧାନାଥ ରାୟ C. ନନ୍ଦକିଶୋର ବଳ D. ଫକିରମୋହନ ସେନାପତି “ ଆପଣ କଣ ଇତିହାସ ପୁରୁଷ” ଏକଥା କିଏ କହିଛନ୍ତି A. ଦୀର୍ଘଦେହୀ ପୁରୁଷ B. ଅଶୋକ C. ରାଜେଶ୍ଵରୀ D. ଅଙ୍ଗଦ ଚୌଧୁରୀ ଗାଁ ମୁଣ୍ଡରେ ବନ୍ଧୁ ଷଢଙ୍ଗୀ ଙ୍କର ବାଡି ଥିଲା A. କଦଳୀବାଡି B. ବାଉଁଶ ବାଡି C. ବେତ ବାଡି D. ଆମ୍ବବାଡି କିଏ ବୃତ୍ରାସୁର ବଧ କରିଥିଲେ A. ଇନ୍ଦ୍ର B. କାର୍ତ୍ତିକେୟ C. ବ୍ରହ୍ମା D. ବିଷ୍ଣୁ ଅଜ୍ଞାତ ଯୁବକକୁ ପୁଣି ଆଶ୍ରୟ – ଏହା କି ପ୍ରକାର ବାକ୍ୟ A. ବିବୃତିସୂଚକ B. ପ୍ରଶ୍ନସୂଚକ C. ବିସ୍ମୟସୂଚକ D. ନାସ୍ତିସୂଚକ ନିମ୍ନୋକ୍ତ ମଧ୍ୟରୁ ଶବ୍ଦଟିର ଶୁଦ୍ଧ ରୂପ କିଏ A. ପୁଜ୍ୟାସ୍ପଦ B. ପୂଜ୍ୟସ୍ପଦ C. ଜାସ୍ପଦ D. ପୂଜ୍ୟାସ୍ପଦ “ ଅଯୋଗ୍ୟ ବ୍ୟକ୍ତି ପାଇଁ ଉନ୍ନତି ପରିଚର୍ଯ୍ୟା “ – ଏହି ଅର୍ଥରେ ବ୍ୟବହୃତ ଲୋକବାଣୀଟି କଣ A.କୂପମଣ୍ଡୁକ B. ଗାଁ କନିଆ ସିଙ୍ଗାଣିନାକି C. ଘୁଷୁରିକି ପାଚିଲା କଦଳୀ D. ତେଲିଆ ମୁଣ୍ଡରେ ତେଲ ଭିନ୍ନାର୍ଥବୋଧକ ଏକ ପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତିକୁ କେଉଁ ଅଳଙ୍କାର କୁହାଯାଏ । A.ରୂପକ B. ଶ୍ଲେଷ C. ଯମଜ D. ଉପମା ସେଟ ବି ଲକ୍ଷ୍ମଣ କୁମାରଙ୍କ ପିତାଙ୍କ ନାମ କଣ A. ଅର୍ଜୁନ B. ଭୀମ C. ଧୃତରାଷ୍ଟ୍ର D. ଦୁର୍ଯୋଧନ ଉଷାଙ୍କ କର ବୋଲି କବି କାହାକୁ କହିଛନ୍ତି A. କଅଁଳିଆ ପତ୍ର B. ଫୁଲଡାଳ C. ଶିଶିର ବିନ୍ଦୁ D. ଦୁବଘାସ ମାଟି ମାଆ ଆମ ଦେହ ଦୁଃଖ ପାଇଁ କଣ ସାଇତି ରଖିଛି । A. ଚେରମୂଳି ଗଛଲତା B. ପାହାଡ ପଥର C. ସବୁଜଘାସ D. ଫୁଲଫଳ କୃଷ୍ଣ କେତେ ଦିନକୁ କଂଟ କରି ମଥୁରାକୁ ଯାଇଥିଲେ A. ପାଞ୍ଚଦିନ B. ସାତ ଦିନ C. ଚାରିଦିନ D. ତିନି ଦିନ ନରେନଙ୍କ ପିତାଙ୍କ ନାମ କଣ A. ବିଶ୍ଵନାଥ ଦତ୍ତ B. ଶରତ ଚନ୍ଦ୍ର ଗୁପ୍ତ C. ସୁରେନ୍ଦ୍ର ଚନ୍ଦ୍ର ମିତ୍ର D. ନଗେନ୍ଦ୍ର ନାଥ ଦତ୍ତ “ପ୍ରଣୟବଲ୍ଲରୀ “ କାବ୍ୟର ରଚୟିତା କିଏ A. ଗଙ୍ଗାଧର ମେହେର B. ରାଧାନାଥ ରାୟ C. ନନ୍ଦକିଶୋର ବଳ D. ଉପେନ୍ଦ୍ର ଭଞ୍ଜ “ ଏ ଯୁଦ୍ଧରେ କେହି ଜଣେ ସେନାପତି ନୁହନ୍ତି, ଆପଣମାନେ ପ୍ରତ୍ୟେକ ଜଣେ ସେନାପତି- ଏହା କାହାରଉକ୍ତି ଥିଲା A. ଅଶୋକ B. ରାଜେଶ୍ଵରୀ C. କୁରୁବକୀ D. ମହାମନ୍ତ୍ରୀ ନଟବର ବାବୁଙ୍କ ମୌଜା ଓ ମଦନପୁର ମୌଜାର ସୀମାକୁ କିଏ ଚିହ୍ନଟ କରୁଥିଲା । A. ଅଶ୍ଵତଥ ଗଛ B. ତାଳଗଛ C. ପ୍ରକାଣ୍ଡ ବରଗଛ D. ନଡିଆ ବଣ ତ୍ରିପୁରାସୁର ସଂହାର କିଏ କରିଥିଲେ A. ଭଗବାନ ନୃସିଂହ B. ଇନ୍ଦ୍ର C. କାର୍ତ୍ତିକେୟ D. ବ୍ରହ୍ମା ଲଙ୍କାରେ ହରିଶବ୍ଦ ଶୁଣାଯାଏ କି? –ଏହା କି ପ୍ରକାର ବାକ୍ୟ A. ପ୍ରଶ୍ନସୂଚକ B. ବିସ୍ମୟ ସୂଚକ C. ନାସ୍ତିସୂଚକ D. ବିବୃତିସୂଚକ ନିମ୍ନଲିଖିତମାନଙ୍କ ମଧ୍ୟରେ କିଏ ଶବ୍ଦଟିର ଶୁଦ୍ଧ ରୂପ A. ଆନୁସଙ୍ଗିକ B. ଆନୁଷଙ୍ଗିକ C. ଆନୂସଙ୍ଗିକ D. ଆନୁଷଙ୍ଗିକ “ ହାତ ଅଳସେ ନିଶ ବଙ୍କା” – ଏହି ଲୋକବାଣୀଟିର ଅର୍ଥ କଣ A. ଅଳସୁଆ ଦୁଃଖପାଏ B. ଗଣ୍ଡଗୋଳରେ ନପଶିବା C. ସବୁକାମ ସହଜରେ ହୁଏ ନାହିଁ D. ସାବଧାନ ହୋଇ କାମ କରିବା ଯେଉଁଠାରେ ଗୋଟିଏ ଶବ୍ଦ ଦୁଇ ବା ତହିଁରୁ ଅଧିକ ଭିନ୍ନାର୍ଥ ପ୍ରକାଶ କରେ ସେଠାରେ କେଉଁ ଅଳଙ୍କାର ହୁଏ । A. ଶ୍ଲେଷ B. ଯମକ C. ରୂପକ D. ଉତପ୍ରେକ୍ଷା ସେଟ ସି ଅଭିମନ୍ୟୁଙ୍କ ପିତାଙ୍କ ନାମ କଣ A. ୟୁଧିଷ୍ଠିର B. ଅର୍ଜୁନ C. ଦୁର୍ଯୋଧନ D. ଧୃତରାଷ୍ଟ୍ର ଉଷା କେଉଁ ସ୍ଥାନରେ ରହି ସୀତାଙ୍କୁ ଡାକିଲେ- A. ବୃକ୍ଷଡାଳରେ B. ଆକାଶରେ C. ସୀତାଙ୍କ ବାସ ବାହାର ପ୍ରାଙ୍ଗଣରେ D. ଆଶ୍ରମ ଭିତରେ କେଉଁଠାରୁ ଆମେ ଶକ୍ତି ଓ ତୃପ୍ତି ପାଉ ବୋଲି କବି କହିଛନ୍ତି A. ନଈ ସମୁଦ୍ରରୁ B. ଗଛଲତାର ଫଳରୁ C. ପଶୁପକ୍ଷୀମାନଙ୍କ ଠାରୁ D. ମାଟିଗୋଡିର ମହାଭାରତରେ କର୍ଣ୍ଣଧାର କାହାକୁ କୁହାଯାଇଛି A. ଦୁର୍ଯୋଧନ B. ଯୁଧିଷ୍ଠିର C. ଶ୍ରୀକୃଷ୍ଣ D. ଧୃତରାଷ୍ଟ୍ର ନରେନରୁ ବିବେକାନନ୍ଦଙ୍କୁ ଜନ୍ମ ଦେବା ପାଇଁ କିଏ ହୋଇଥିଲା ଏଣ୍ଡୁଡିଶାଳ A. ଖିଦିରପୁର B. ଦକ୍ଷିଣଶ୍ଵର C. ଖଡଗପୁର D. କଲିକତା “ କନକଲତା” ଉପନ୍ୟାସର ରଚୟତା କିଏ A. ଫକିରମୋହନ ସେନାପତି B. ଉମେଶଚନ୍ଦ୍ର ସରକାର C. ନନ୍ଦକିଶୋର ବଳ D. ଗୋପୀନାଥ ମହାନ୍ତି “ ଇତିହାସ ବାରମ୍ବାର ପ୍ରମାଣ କରିଛି ଯେ ରାଜନୀତିର ବ୍ରହ୍ମାସ୍ତ୍ର ହେଉଛି ଷଡଯନ୍ତ୍ର”- ଏହା କାହାର ଉକ୍ତି ଥିଲା A. ଦୀର୍ଘଦେହୀ ପୁରୁଷ B. କୁରୁବକୀ C. ଅଶୋକ D. ରାଜେଶ୍ଵରୀ କେଉଁ ଗଛମୂଳେ ବସି ବୁଦ୍ଧଦେବ ବୁଦ୍ଧତ୍ଵ ପ୍ରାପ୍ତି ହୋଇଥିଲେ A. ବରଗଛ B. ଚାକୁଣ୍ଡାଗଛ C. ଆମ୍ବଗଛ D. ଅଶ୍ଵତଥ ଗଛ ସୁନ୍ଦ- ଉପସୁନ୍ଦଙ୍କ ପିତାଙ୍କ ନାମ କଣ A. ତ୍ରିପୁରାସୁର B. ହିରଣ୍ୟକଶିପୁ C. ନିକୁମ୍ଭାସୁର D. ବୃତ୍ରାସୁର ବିଜୁବାବୁ ଓଡିଶାରେ କାହାକୁ ଅଜଣା ନୁହନ୍ତି :- ଏହା କି ପ୍ରକାର ବାକ୍ୟ A. ବିସ୍ମୟସୂଚକ B. ନାସ୍ତିସୂଚକ C. ପ୍ରଶ୍ନସୂଚକ D. ବିବୃତିସୂଚକ ନିମ୍ନୋକ୍ତ ମଧ୍ୟରୁ ଶବ୍ଦଟିର ଶୁଦ୍ଧ ରୂପ କିଏ A. ଶିକ୍ଷୟତ୍ରି B. ଶିକ୍ଷୟିତ୍ରି C. ଶିକ୍ଷୟିତ୍ରୀ D. ଶିକ୍ଷୟୀତ୍ରୀ “ ଗୁପକଥା ପ୍ରଘଟ କରିବା”- ଏହି ଅର୍ଥକୁ ବୁଝାଉଥିବା ଲୋକବାଣୀଟି କଣ A. ହାତେ ମାପି ଚାଖଣ୍ଡେ ଚାଲ B. ସଭାରେ ହାଣ୍ଡି ଭାଙ୍ଗିବା C. ଅତି ପରିଚୟ ଗୌରବ ନଷ୍ଟ D. ଅଳ୍ପବିଦ୍ୟା ଭୟଙ୍କରୀ ପ୍ରକୃତ ବସ୍ତୁରେ ଅପ୍ରକୃତ ବସ୍ତୁର ସମ୍ଭାବନା ବ ତର୍କଣା କରାଗଲା କେଉଁ ଅଳଙ୍କାର ହୁଏ । A. ରୂପକ B. ଯମକ C. ଉତପ୍ରେକ୍ଷା D. ଶ୍ଲେଷ ସେଟ ଡ଼ି ଧୃଷ୍ଟଦ୍ୟୁମ୍ନ କାହାର ପୁତ୍ର A. ଦ୍ରୁପଦ B. ଧୃତରାଷ୍ଟ୍ର C. ଦ୍ରୋଣ D. ଭୀମ ଉଷା କି ପ୍ରକାର ବସ୍ତ୍ର ପିନ୍ଧିଛନ୍ତି A. ହଳଦୀ ରଙ୍ଗର ପାଟ B. ଗୋଲାପି ରଙ୍ଗ ପାଟ C. କଳା ପାଟ D. ଲାଲ ରଙ୍ଗର ପାଟବସ୍ତ୍ର ମାଟିର କଣ କବିଙ୍କ ଦେହରେ ବଳ ଦେଇଛି A. ସବୁଜ ଘାସ B. ବଣପକ୍ଷୀର ଡାକ C. କଳାପାଟ D. ଲାଲ ରଙ୍ଗର ପାଟବସ୍ତ୍ର କୃଷ୍ଣଙ୍କ ନବ ସଂସାରର ମଦ୍ୟପ ବଂଶଗୋଷ୍ଠୀ କେଉଁଠାରେ ପରସ୍ପରକୁ ହାଣି ଧ୍ଵଂସ ହୋଇଗଲେ । A. ଦ୍ଵାରକାରେ B. ପ୍ରଭାତୀତୀର୍ଥର ଏରକାର ବନରେ C. ଖାଣ୍ଡବ ବଣରେ D. ନନ୍ଦନକାନନରେ କିଏ ବୀରପୁରୁଷ ନରେନଙ୍କୁ ତାଙ୍କର ଜୀବନର କର୍ମ ଓ ଲକ୍ଷ୍ୟ ଭଲ ଭାବେ ଦେଖାଇ ଦେଇଥିଲେ । A. ନିଜ ପିତା B. ମାତା C. ଶିକ୍ଷୟିତ୍ରୀ D. ରାମକୃଷ୍ଣ “ ଏବେ ମଧ୍ୟ ବଞ୍ଚିଛି “ ଗଳ୍ପ ପୁସ୍ତକ କାହାର କୃତି A. କୁନ୍ତଳା କୁମାରୀ ସାବତ B. ଗୋଦାବରୀଶ ମହାପାତ୍ର C. ଫକିରମୋହନ ସେନାପତି D. ଗୋପାଳ ଚନ୍ଦ୍ର ପ୍ରହରାଜ “ ମୁଁ ତ ଦୁନିଆରେ ଶୀଘ୍ର ଚାଲେ “ ଏକଥା କିଏ କହିଛନ୍ତି A. ଅଙ୍ଗଦ ଚୌଧୁରୀ B. ଦୀର୍ଘଦେହୀ ପୁରୁଷ C. କୁରୁବକୀ D. ସମ୍ରାଟ ଅଶୋକ ବସଷ୍ଟେଣ୍ଡ ପାଖରେ ଥିବା କେଉଁ ଗଛ ତଳରେ ହଋ ଗୁଡିଆ ପାନ ଜଳଖିଆ ଦୋକାନ କରିଥିଲା A. ଚାକୁଣ୍ଡା ଗଛ B. ଆମ୍ବଗଛ C. ବରଗଛ D. ଅଶ୍ଵତଥ ଗଛ ଦେବତାମାନଙ୍କର ସେନାପତି କିଏ A. କାର୍ତ୍ତିକେୟ B. ବିଶ୍ଵକର୍ମା C. ଶମନ D. ମଦନ ଗୋପବନ୍ଧୁ ଥିଲେ ଜଣେ ସଚ୍ଚା ଦେଶ ସେବକ- ଏହା କି ପ୍ରକାର ବାକ୍ୟ A. ନାସ୍ତିସୂଚକ B. ପ୍ରଶ୍ନସୂଚକ C. ଆଦେଶସୂଚକ D. ବିବୃତ୍ତିସୂଚକ ନିମ୍ନୋକ୍ତ ମଧ୍ୟରୁ ଶୁଦ୍ଧ ଶବ୍ଦଟି ବାଛ A. ଶାରୀରିକ B. ଶାରୀରିକ C. ଶାରୀରିକ D. ଶାରୀରିକ “ ନ ଦେଖିଲା ଓଉ ଛ’ଫଡା”- ଏହା ଲୋକବାଣୀଟିର ଅର୍ଥ କଣ A. ଅସମ୍ଭବ କଥା କହିବା B. ଅଳସୁଆ ଦୁଃଖ ପାଏ C. ବୃଥା ପରିଶ୍ରମ D. ଅଭିଜ୍ଞତାରୁ ଶିକ୍ଷା ଲାଭ ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ହେଲେ ଏବଂ ଉପମେୟରେ ଉପମାନର ଆରୋପ ହେଲେ କେଉଁ ଅଳଙ୍କାର ହୁଏ? A. ଉତପ୍ରେକ୍ଷା B. ରୂପକ C. ଅନୁପ୍ରାସ D. ଯମକ ଉତ୍ତର ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )