ସେଟ - ଏ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପାରମ୍ପରିକ ଶକ୍ତି ସମ୍ବଳ A. ପବନ B. କୋଇଲା C. ସୌରତାପ D. ଜୁଆର ଗୁଜୁରାଟର କେଉଁଟି ଭାରତର ସର୍ବବୃହତ ସୌରତାପ ଶକ୍ତିକେନ୍ଦ୍ର ରହିଛି A.ଗାନ୍ଧୀନଗର B. ଅହମ୍ମଦାବାଦ C. ଆଙ୍କେଲଶ୍ଵର D. ମାଧପୁର ଓଡିଶାରେ କେଉଁଠି ତୈଳ ବିଶୋଧନାଗାରର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଅଛି A. ଧାମରା B. ପାରାଦ୍ଵୀପ C. ଅସ୍ତରଙ୍ଗ D. ଚାନ୍ଦିପୁର କେଉଁ ରାଜ୍ୟରେ ଟର୍ସିୟାରୀ ଯୁଗର କୋଇଲା ମିଳେ A. ପଶ୍ଚିମବଙ୍ଗ B. ତ୍ରିପୁରା C. ନାଗାଲାଣ୍ଡ D. ତାମିଲନାଡୁ କେଉଁଟି ଭାରତରେ ସବୁଠାରୁ ଅଧିକ ପରିମାଣରେ ମିଳୁଥିବା ଜୀବାଶ୍ମ ଇନ୍ଧନ A. କିରୋସିନ B. ଡିଜେଲ C. ପେଟ୍ରୋଲ D. କୋଇଲା ହଳଦିଆ ତୈଳ ବିଶୋଧନାଗାର କେଉଁ ରାଜ୍ୟରେ ଅବସ୍ଥିତ A. ରାଜସ୍ଥାନ B. ଗୁଜୁରାଟ C. ମହରାଷ୍ଟ୍ର D. ପଶ୍ଚିମବଙ୍ଗ କେଉଁ ଇନ୍ଧନ ଆଣ୍ଡାମାନ-ନିକୋବର ଦ୍ଵୀପପୁଞ୍ଜରେ ବହୁ ପରିମାଣରେ ଗଚ୍ଛିତ ଅଛି A. କୋଇଲା B. କାଠ C. ପ୍ରାକୃତିକ ଗ୍ୟାସ D. ଖଣିଜ ତୈଳ ନିମ୍ନୋକ୍ତ ମଧ୍ୟରୁ କେଉଁଟି କୋଇଲାର ଉପ-ଉତ୍ପାଦ ନୁହେଁ A. ସିନ୍ଥେଟିକ୍ସ B. ସଲଫର C. ଆଲକାତରା D. ବେଞ୍ଜିନ କେତେବର୍ଷ ବୟସ ମଧ୍ୟରେ ଥିବା ଯୁବକ ଓ ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରୁ ଆର୍ଥିକ ସାହାଯ୍ୟ ଦିଆଯାଇଥାଏ ? A. 18-21 B. 18-25 C. 18-30 D. 18-35 କେଉଁ ମସିହାରେ ଭାରତ ସରକାର ଋତୁକାଳୀନ ବେକାରିଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ A. 1974 B. 1975 C. 1976 D. 1977 କେବେ ତାଳଚେରରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହେଲା A. 1939 B. 1937 C. 1939 D. 1940 ଓଡିଶାର କେଉଁଠୁ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା A. ଆଠଗଡ B. ବାଙ୍କୀ C. ବାରିପଦା D. ନୀଳଗିରି କେବେ ଗୋଆରେ ପର୍ତ୍ତୁଗୀଜ ଗଭର୍ଣ୍ଣର ଶରଣପତ୍ରରେ ସ୍ଵାକ୍ଷର କଲେ । A. 1961 ଡିସେମ୍ବର 18 B. 1961 ଡିସେମ୍ବର 19 C. 1961 ଅଗଷ୍ଟ 11 D. 1947 ମଇ 30 ଏଡୱାର୍ଡ ଗୋବର୍ଟ କେଉଁଠାରେ ଜନଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲେ A. ଗୋଆ B. ପୁଦୁଚେରୀ C. ଦାମନ D. ୟାନାମ ପୁଦୁଚେରୀ ଓ କରାଇକଲ ଓ ଯାନାମ କେଉଁ ଉପକୂଳରେ ଅବସ୍ଥିତ A. କଙ୍କଣ ଉପକୂଳ B. ଗୋଆ ଉପକୂଳ C. କରମଣ୍ଡଳ ଉପକୂଳ D. ମାଲବାର ଉପକୂଳ 1947 ଡିସେମ୍ବର 23 ରେ ଭାରତ ସରକାର କେତୋଟି ଗଡଜାତର ଶାସନ ଭାର ଓଡିଶାର ପ୍ରାଦେଶିକ ସରକାରଙ୍କୁ ହସ୍ତାନ୍ତର କଲେ ? A. 124 B. 125 C. 126 D. 127 “ପ୍ୟାଥୋଲେଜ ଅଫ ପ୍ରିନ୍ସ” କିଏ ଲେଖିଥିଲେ । A. ଭୁବନେଶ୍ଵର ଦାସ B. ବ୍ରଜକିଶୋର ଧଳ C. ମୁକୁନ୍ଦ ପ୍ରସାଦ ଦାସ D. କହ୍ନେଇଲାଲ ଚୁବେ 18. କେଉଁ ଦିନ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ A. 1961 ଡିସେମ୍ବର 18 D. 1962 ଡିସେମ୍ବର 18 C. 1963 ଡିସେମ୍ବର 19 D. 1963 ଡିସେମ୍ବର 20 ରାଜ୍ୟ ବିଧାନସଭା ପ୍ରାର୍ଥୀଙ୍କ ପାଇଁ କେତେ ଟଙ୍କା ଅମାନତ ରାଶି ରହିଛି A. 10 ଲକ୍ଷ B. 15 ଲକ୍ଷ C. 20 ଲକ୍ଷ D. 25 ଲକ୍ଷ ରାଷ୍ଟ୍ରପତି କେତେ ଜଣ ଆଙ୍ଗ୍ଲୋଭାରତୀୟଙ୍କୁ ସାସଂଦ ଭାବେ ମନୋନୀତ କରିଥାନ୍ତି A. 3 ଜଣ B. 2 ଜଣ C. 4 ଜଣ D. 5 ଜଣ ସେଟ -ବି କେଉଁ ରାଜ୍ୟ ପେଟ୍ରୋଲିୟମ ଉତ୍ପାଦନ କ୍ଷେତ୍ରରେ ସର୍ବପୁରାତନ A. ମହରାଷ୍ଟ୍ର B. ଗୁଜୁରାଟ C. ଆସାମ D. ଆନ୍ଧ୍ରପ୍ରଦେଶ 2. ଭାରତରେ କେତୋଟି ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପିତ ହୋଇଛି A. ଦୁଇ B. ଚାରି C. ପାଞ୍ଚ D. ଛଅ 3. କେଉଁଟି ଭାରତର ସର୍ବପୁରାତନ ତୈଳ ବିଶୋଧନାଗାର ଅଟେ A. ଦିଗବୋଇ B. ହଳଦିଆ C. ବରାଉଣୀ D. କୋଚିନ 4. ନିମ୍ନୋକ୍ତ କେଉଁଟି ମୂଲ୍ୟବାନ ଖଣିଜ ନୁହେଁ A. କ୍ରୋମାଇଟ B. ପ୍ଲାଟିନମ C. ଗ୍ରାନାଇଟ D. ତମ୍ବା 5. କେଉଁଟି ଧାତବ ବିହୀନ ଖଣିଜ A. ସୀସା B. ବକ୍ସାଇଡ C. ଗ୍ରାନାଇଟ D. ତମ୍ବା 6. ହାଜିରା- ବିଜୟପୁର –ଜଗଦୀଶପୁର ପାଇପ ଲାଇନ ଦୈର୍ଘ୍ୟ କେତେ A. 1600 କିମି B. 1700 କିମି C. 1800 କିମି D. 1900 କିମି 7. ନିମ୍ନୋକ୍ତ ମଧ୍ୟରୁ କେଉଁଟି ମହରାଷ୍ଟ୍ରର ପରମାଣୁ ଶକ୍ତିକେନ୍ଦ୍ର A. କଳ୍ପକମ B. ଟ୍ରାମ୍ବେ C. କାକ୍ରାପରା D. ନାରୋରା 8. କେଉଁ କାର୍ଯ୍ୟଟି ସୌରଶକ୍ତି ଦ୍ଵାରା ପରିଚାଳିତ ନୁହେଁ A. ରୋଷେଇ କରିବା B. ପାଣିଗରମ କରିବା C. କଳକାରଖାନା ଚଳାଇବା D. ଫ୍ରିଜ ଚଳାଇବା 9. କେଉଁ ସମସ୍ୟାଟି ଭାରତର ଆର୍ଥିକ ପ୍ରଗତିରେ ପୂର୍ଣ୍ଣ ପ୍ରତିବନ୍ଧକ A. ସ୍ୱଳ୍ପଆୟ B. ବେକାରୀ C. ନୀରକ୍ଷରତା D. ମୁଦ୍ରାସ୍ଫୀତି 10. କେଉଁ ମସିହା ସୁଦ୍ଧା ଦେଶର ଅନେକ ଭାଗ ଜଳ ସଙ୍କଟରେ ସମ୍ମୁଖୀନ ହେବାର ସମ୍ମୁଖୀନ ରହିଛି ? A. 2015 B. 2020 C. 2025 D. 2030 11. ଖରସୁଆଁ ଓ ଶଢେଇକଳା କେଉଁ ରାଜ୍ୟ ସହ ମିଶ୍ରଣ ହେଲା A. ଛତିଶଗଡ B. ମଧ୍ୟପ୍ରଦେଶ C. ବିହାର D. ଓଡିଶା 12. ପ୍ରଜାସମ୍ମିଳନୀର 2ୟ ଅଧିବେଶନରେ କିଏ ସଭାପତିତ୍ଵ କରିଥିଲେ A. ହରେକୃଷ୍ଣ ମହତାବ B. ବିଶ୍ଵନାଥ ଦାସ C. ପଟ୍ଟାଭି ସୀତାରାମାୟା D. ମଧୁସୂଦନ ଦାସ 13. କେଉଁ ମସିହାରେ ଓଡିଶା ଗଡଜାତ ତଦନ୍ତ କମିଟି ପୁନର୍ଗଠିତ ହେଲା A. 1938 B. 1939 C. 1940 D. 1941 14. ଚନ୍ଦନନଗର ବିଧିବଦ୍ଧ ଭାବେ କେବେ ଭାରତରେ ମିଶିଲା A. 1950 ମେ 2 B. 1950 ମେ 3 C. 1950 ମେ 4 D. 1950 ମେ 5 15. “ ୟାନାମ” କେଉଁ ଉପକୂଳରେ ଅବସ୍ଥିତ A. ମାଲବାର ଉପକୂଳ B. କଙ୍କଣ ଉପକୂଳ C. କରମଣ୍ଡଳ ଉପକୂଳ D. ଆନ୍ଧ୍ରା ଉପକୂଳ 16. ନିଳଗିରି ରାଜାଙ୍କ ପୋଲିସ ବାହିନୀରେ କେଉଁମାନଙ୍କୁ ନିଯୁକ୍ତି ଦିଆଗଲା A. ଆଦିବାସୀଙ୍କୁ B. ହରିଜନ ଙ୍କୁ C. ପାଇକଙ୍କୁ D. ଗୁର୍ଖାମାନଙ୍କୁ 17. ପୁଦୁଚେରୀ ବିଧାନସଭାର ଆସନ କେତେ A. 25 B. 30 C. 35 D. 40 18. ଗୋଟିଏ ରାଷ୍ଟ୍ର ମଧ୍ୟରେ ଥିବା ଅନ୍ୟରାଷ୍ଟ୍ରର ଶାସନାଧଇଁ ଅଞ୍ଚଳ A. ସ୍ଵକ୍ଷେତ୍ର B. ଅନ୍ତର୍ଜାତିକ କ୍ଷେତ୍ର C. ଅନ୍ତଃକ୍ଷେତ୍ର D. ମୁକ୍ତକ୍ଷେତ୍ର 19. ଓଡିଶା ବିଧାନସଭାର 147 ଆସନ ମଧ୍ୟରେ କେତୋଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ହୋଇଛି A. 24,31 B. 24,32 C. 32,24 D. 24,24 20. ନିର୍ବାଚନ ଆୟୁକ୍ତଙ୍କ ବୟସ ସୀମା ସର୍ବାଧିକ କେତେ ବର୍ଷ A. 60 B. 61 C. 62 D. 63 ସେଟ - ସି 1. ନିମ୍ନୋକ୍ତ କେଉଁ ଖଣିଜଟି ମୋଜାଜାଇଟ ବାଲିରୁ ମିଳିଥାଏ A.. କୋଇଲା B. ୟୁରାନିୟମ C. ଖଣିଜତୈଳ D. ଥୋରିୟମ 2. ଦେଶର ସର୍ବବୃହତ ପବନଶକ୍ତି ବିନିଯୋଗ କ୍ଷେତ୍ର କେଉଁ ରାଜ୍ୟର ନଗରକୋଏଲରୁ ମୁଦୁରାଇ ପର୍ଯ୍ୟନ୍ତ ଲମ୍ବିଛି A. କେରଳ B. ତାମିଲନାଡୁ C. ଆନ୍ଧ୍ରପ୍ରଦେଶ D. ଅରୁଣାଚଳପ୍ରଦେଶ 3. ଭାରତରେ କେତୋଟି ତାପଜ ବିଦ୍ୟୁତ କେନ୍ଦ୍ର ଅଛି A. 210ରୁ ଅଧିକ କେନ୍ଦ୍ର B. 212 ରୁ ଅଧିକ C. 310 ରୁ ଅଧିକ D. 312 ରୁ ଅଧିକ 4. ଆମର ଦୈନନ୍ଦିନ ଖାଦ୍ୟରେ ଖଣିଜପଦାର୍ଥର ମାତ୍ରା ଶତକଡା କେତେ ଭାଗ ରହିଥାଏ A. 0.1 B. 0.2 C. 0.3 D. 0.4 5. ଓଡିଶାର କେଉଁ ଜିଲ୍ଲାରେ ଉଚ୍ଚମାନର ଲୁହାପଥର ମିଳେ A. ସମ୍ବଲପୁର B. ବାଲେଶ୍ଵର C. କେନ୍ଦୁଝର D. ଭଦ୍ରକ 6. କେଉଁ ବଳୟଟି ତମ୍ବା ଉତ୍ପାଦାନରେ ଅଗ୍ରଣୀ A. କୋଦର୍ମା –ଗୟା –ହଜାରିବାଗ B. ବାଲାଘାଟ-କ୍ଷେତ୍ରୀ –ନେଲୁର C. ବେଲାରୀ –ଚିତ୍ରଦୁର୍ଗ –ଟୁମକର D. ଦୁର୍ଗ –ବସ୍ତର –ଚନ୍ଦ୍ରପୁର 7. କେଉଁ ଖଣିଜଟି ପ୍ଳାସର ନିକ୍ଷେପ ଦ୍ଵାରା ସୃଷ୍ଟି ହୁଏ ନାହିଁ । A. ପ୍ଲାଟିନାମ B. ତିନ C. ସୁନା D. ବକ୍ସାଇଡ 8. ଅବକ୍ଷିପ୍ତ ଶିଳାରେ କେଉଁ ଖଣିଜ ନଥାଏ A. ସୋଡିୟମ ଲବଣ B. ପଟାସ C. ଜିପସମ D. ପ୍ଲାଟିନମ 9. ଜାତୀୟସ୍ତରରେ କେଉଁ ଖାଉଟି ଅଦାଲତ କାର୍ଯ୍ୟକାରୀ ହୋଇଥାଏ A. ଜିଲ୍ଲା କମିସନ B. ଜାତୀୟ ଖାଉଟି କମିସନ C. ରାଜ୍ୟ ଖାଉଟି କମିସନ D. ଉପଖଣ୍ଡ ଅଦାଲତ 10. ଏବେ ଭାରତରେ କେଉଁ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଉଛି 11. ପ୍ରଜା ସମ୍ମିଳନୀର 2ୟ ଅଧିବେଶନ କେଉଁଠି ଅନୁଷ୍ଠିତ ହୋଇଥିଲା A. ବାରିପଦା B. ବାଲେଶ୍ଵର C. କଟକ D. କେନ୍ଦ୍ରାପଡା 12. ହରେକୃଷ୍ଣ ମହତାବ କେବେ ଭାଇସରାୟ ଲର୍ଡଲିନଲିଥଗୋଙ୍କୁ ସାକ୍ଷାତ କରିଥିଲେ A. 1939 ଅଗଷ୍ଟ B. 1939 ସେପ୍ଟେମ୍ବର C. 1939 ଅକ୍ଟୋବର D. 1939 ନଭେମ୍ବର 13. କେଉଁଟି ପର୍ତ୍ତୃଗୀଜ ଉପନିବେଶ ନୁହେଁ A. ଦାଦ୍ରା B. ଦାମନ C. ନଗରହାବେଳି D. ମାହେ 14. କେବେ ଗୋଆରେ ସାଧାରଣ ନିର୍ବାଚନ ହେଲା A. 1960 B. 1961 C. 1963 D. 1967 15. ମାହେ କେଉଁଠାରେ ଅବସ୍ଥିତ A. ମାଲବାର ଉପକୂଳ B. କଙ୍କଣ ଉପକୂଳ C. ଆନ୍ଧ୍ର ଉପକୂଳ D. ଓଡିଶା ଉପକୂଳ 16. ଗଡଜାତ ରାଜ୍ୟଗୁଡିକ ଅବସ୍ଥା ଦେଖି ଘନଶ୍ୟାମ ମହାନ୍ତି କେଉଁ କବିତା ରଚନା କରିଥିଲେ A. ଦଶହରା ଭେଟି B. ଭୁଲିବୁ ନାହିଁ C. ମୋ ସ୍ଵାଧୀନତା D. ପ୍ୟାଥୋଲୋଜି ଅଫ ପ୍ରିନସ 17. ଆୟତନ ଦ୍ରୁଷ୍ଟିରୁ ଦେଶୀୟ ରାଜ୍ୟଗୁଡିକୁ କେତେ ଶ୍ରେଣୀରେ ବିଭକ୍ତ କରାଯାଇଥାଏ A. 4 ଟି B. 5 ଟି C. 6 ଟି D. 17 ଟି 18. ପର୍ତ୍ତୃଗୀଜମାନେ କେତେ ବର୍ଷ ଗୋଆରେ ଶାସନ କରିଥିଲେ A. 250 B. 350 C. 450 D. 500 19. କେଉଁ ରାଜ୍ୟରେ ବିଧାନପରିଷଦ ନାହିଁ A. ଜମ୍ମୁକାଶ୍ମୀର B. ବିହାର C. ପଶ୍ଚିମବଙ୍ଗ D. ଆନ୍ଧ୍ରପ୍ରଦେଶ 20. କିଏ ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି A. ଲୋକସଭା ସଦସ୍ୟ B. ଜିଲ୍ଲା ପରିଷଦ ସଭ୍ୟ C. ବିଧାନସଭା ସଦସ୍ୟ D,.ରାଜ୍ୟସଭା ସଦସ୍ୟ ସେଟ -ଡି 1. ବାଣିଜ୍ୟକ କ୍ଷେତ୍ରରେ କେଉଁ କୌଲା ସବୁଠାରୁ ଅଧିକ ଲୋକପ୍ରିୟ A. ପିଟ B. ବିଟୁମିନସ C. ଲିଗନାଇଟ D. ଆନ୍ଥ୍ରାସାଇଟ 2. କେତୋଟି ଉପାୟରେ ବିଦ୍ୟୁତ ଉତ୍ପାଦନ କରାଯାଏ A. ଦୁଇଟି B. ତିନୋଟି C. ଚାରୋଟି D. ପାଞ୍ଚୋଟି 3. ଭାରତରେ ଶତକଡା କେତେ ଭାଗ ଖଣିଜ ତୈଳ ବମ୍ବେହାଇରୁ ମିଳେ A. 62 ଭାଗ B. 63 ଭାଗ C. 64 ଭାଗ D. 65 ଭାଗ 4. ଭାରତର କେଉଁ ବଳୟରେ ସବୁଠାରୁ ଅଧିକ ଲୁହାପଥର ଗଚ୍ଛିତ ଅଛି A. ଦୁର୍ଗ-ବସ୍ତର-ଚନ୍ଦ୍ରପୁର B. ବେଲାରୀ-ଚିତ୍ରଦୁର୍ଗ –ଚିକମାଗାଲୁର- ଟୁମକର C. ଓଡିଶା-ଝାଡଖଣ୍ଡ D. ମହରାଷ୍ଟ୍ର –ଗୋଆ 5. କେଉଁଲୁହାପଥରରେ 50% ରୁ 60% ଲୁହା ମିଳେ A. ହିମାଟାଇଟ B. ସିଡେରାଇଟ C. ଳିମୋନାଇଟ D. ମାଗ୍ନେଟାଇଟ 6. କେଉଁ ଖଣିଜ ପଦାର୍ଥ ବିକାଶର ମେରୁଦଣ୍ଡ A.ବକ୍ସାଇଡ B. ମାଙ୍ଗାନିଜ C. କୋଇଲା D. ଲୁହାପଥର 7. ତମ୍ବା,ଦସ୍ତା,ଟିଣ ଓ ହୀରା ଆଦି ଧାତବ ଖଣିଜ କେଉଁଠୁ ମିଳେ A.ଆଗ୍ନେୟଶିଳା B. ସ୍ତରୀଭୂତ ଶିଳା C. ଶିଳାର ଅପଘଟନ ଲୋଡ କିମ୍ବା ଭେନ 8. ଖଣିଜ ପଦାର୍ଥର ବର୍ଗୀକାରଣ କେତେ ପ୍ରକାରର କରାଯାଇଥାଏ A. 2 B. 4 C. 3 D. 5 9. କେଉଁ ଯୋଜନାରେ ଗ୍ରାମାଞ୍ଚଳ ଗରିବ ପାରିବାରକୁ କୁକୁଡା ପାଳନ, ଗୋପାଳନ , ମତ୍ସ୍ୟଚାଷ ଆଦି ପାଇଁ ସହାୟତା ଦିଆଯାଏ । A. ଜାତୀୟ ଗ୍ରାମୀଣ ନିଯୋଜନ ଯୋଜନା B. ଜବାହାର ରୋଜଗାର ଯୋଜନା C. ସମନ୍ଵିତ ଗ୍ରାମ ଉନ୍ନୟନ ଯୋଜନା D. ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା 10. ଗ୍ରାମାଞ୍ଚଳରେ ଅନ୍ୟ ଜମିରେ କାମ କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିଙ୍କୁ କଣ କୁହାଯାଏ A. ଶ୍ରମିକ B. କୃଷିଶ୍ରମିକ C. ନାମମାତ୍ର କୃଶକ D. କ୍ଷୁଦ୍ରଚାଷୀ 11. କିଏ ପୁନର୍ଗଠିତ ଓଡିଶା ଗଡଜାତ ତଦନ୍ତ କମିଟି ସମ୍ପାଦକ ଥିଲେ A. ହରେକୃଷ୍ଣ ମହତାବ B. ସାରଙ୍ଗଧର ଦାସ C. ବଳବନ୍ତରାୟ ମେହେଟ୍ଟା D. ପଟ୍ଟାଭି ସୀତାରାମାୟା । 12. ଢେଙ୍କାନାଳରେ ପ୍ରଜାଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା A. 1922 B. 1923 C. 1924 D. 1925 13. ଗଡଜାତଗୁଡିକୁ ସାମିଲ କରି ଓଡିଶାର ଜିଲ୍ଲାଗୁଡିକ ପୁନର୍ଗଠନ କରି କେତୋଟି ଜିଲ୍ଲା ସୃଷ୍ଟି କରାଗଲା A. 15 B. 14 C. 13 D. 12 14. 1949 ଜୁନ 19 ରେ କେଉଁଠାରେ ଗଣଭୋଟ ଅନୁଷ୍ଠିତ ହୋଇଥିଲା A. ପୁଦୁଚେରୀ B. ୟାନାମ C. ଚନ୍ଦନନଗର D. କରାଇକଲ 15. “ ଗୋଆ” କୁ କେବେ ରାଜ୍ୟ ପାହ୍ୟା ଦିଆଯାଇଥିଲା A. 1987 ମେ 25 B. 1987 ମେ 26 C. 1987 ମେ 28 D. 1987 ମେ 30 16. ମହତାବଙ୍କ ଅନୁପସ୍ଥିତ କିଏ ନୀଳଗିରି ଦଖଲ କାର୍ଯ୍ୟ ପରିଚାଳନା କରିଥିଲେ ? A. ବିଶ୍ଵନାଥ ଦାସ B. ନବକୃଷ୍ଣ ଚୌଧୁରୀ C. ହରିହର ମର୍ଦ୍ଦରାଜ D. ଗୋପବନ୍ଧୁ ଦାସ 17. ଗଡଜାତ ରାଜ୍ୟଗୁଡିକର ଅବସ୍ଥା ଦେଖି ବ୍ରଜକିଶୋର ଧଳ କେଉଁ କବିତା ଲେଖିଛନ୍ତି A. ଭୁଲିବୁ ନାହିଁ B. ଅଭୂଲାସ୍ମୃତି C. ଦଶହରା ଭେଟି D. ଭୁଲିହୁଏନା 18. ପୁଦୁଚେରୀ ଏକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ କେତେ ଆସନ ବିଶିଷ୍ଟ ବିଧାନସଭା ଅଛି A. 25 B. 26 C. 27 D. 30 19. ଓଡିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀର ଅନୁପାତ କେତେ A. 4:1 B. 7:1 C. 8:1 D. 9:1 20. ଲୋକସଭା ପ୍ରାର୍ଥୀଙ୍କ ପାଇଁ କେତେ ଟଙ୍କା ଅମାନତ ରାସୀ ଧାର୍ଯ୍ୟ ହୋଇଛି A. 30 ଲକ୍ଷ B. 28 ଲକ୍ଷ C. 27 ଲକ୍ଷ D. 25 ଲକ୍ଷ ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )