ବହୁମୂଖୀ ପସନ୍ଦ (MCQ) କେଉଁଟି ପରିବେଶ ମଧ୍ୟରେ ଥିବା ଅନ୍ତଃନିର୍ଭରଶୀଳତାର କେନ୍ଦ୍ରବିନ୍ଦୁ ? ପ୍ରକୃତି ମନୁଷ୍ୟ ପ୍ରାଦ୍ୟୋଗ ଅନୁଷ୍ଠାନ ସମୁଦ୍ର ତଳେ ଥିବା ଖଣିଜ ପଦାର୍ଥ କେଉଁ ସମ୍ବଳର ଅନ୍ତର୍ଭୁକ୍ତ ? ସମ୍ବଳ ଭଣ୍ଡାର ଗଚ୍ଛିତ ପ୍ରଚ୍ଛନ ବିକଶିତ ନିମ୍ନୋକ୍ତ କେଉଁ ରାଜ୍ୟଦ୍ଵୟରେ ପ୍ରଚୁର ସୌରଶକ୍ତି ଓ ପବନ ଶକ୍ତି ମହଜୁଦ ଅଛି ? ଗୁଜୁରାଟ ଓ ମହାରାଷ୍ଟ୍ର ରାଜସ୍ଥାନ ଓ ଓଡିଶା ରାଜସ୍ଥାନ ଓ ଗୁଜୁରାଟ ଗୁଜୁରାଟ ଓ ମଧ୍ୟପ୍ରଦେଶ କେଉଁ ସମ୍ବଳଟି ଉଭୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସମ୍ବଳ ? ଶ୍ମଶାନ ଗୋଚର ଭୂମି ପୁଷ୍କରିଣୀ ପ୍ରମୋଦ ଉଦ୍ୟାନ ଦେଶର ସମୃଦ୍ଧି ଓ ବିକାଶ କେଉଁ ସମ୍ବଳ ଉପରେ ନିର୍ଭର କରେ? ଅନ୍ତର୍ଦେଶୀୟ ଗୋଷ୍ଠୀଗତ ବ୍ୟକ୍ତିଗତ ଜାତୀୟ ଅବିରାମ ସମ୍ବଳ “ ନିମ୍ନୋକ୍ତ ମଧ୍ୟରୁ ସମ୍ବଳର କେଉଁ ବର୍ଗୀକରଣ ଅନୁସାରେ ଆସୁଛି? ଭରଣ ବ୍ୟବହାର ଓ ସୁଲଭତା ପରିମାଣ ବିକାଶ ସ୍ତର ନିର୍ବିକାର ଭାବେ ସମ୍ବଳ ଉତ୍ତୋଳନ ଯୋଗୁଁ ନିମ୍ନୋକ୍ତ କେଉଁ ପାରିସ୍ଥିତିକ ସମସ୍ୟା ସୃଷ୍ଟି ହେଉନାହିଁ ? ଭୂତପ୍ତିକରଣ ପରିବେଶ ପ୍ରଦୂଷଣ ଭୂ-କ୍ଷୟ ଓଜନ ସ୍ତର ପ୍ରକୃତିକ ସମ୍ବଳର ପରିମାଣରେ ଦ୍ରୁତ ହ୍ରାସ ଘଟିବାର କାରଣ କ’ଣ? ସରକାରୀ ଉଦାସୀନତା ଜନସଂଖ୍ୟା ବୃଦ୍ଧି ଲକ୍ଷ୍ୟହୀନ ଯୋଜନା ଦୁର୍ନୀତି କେଉଁ ସମ୍ବଳର ଅତ୍ୟଧିକ ଓ ଅନୁଚିତ ବ୍ୟବହାର ମନୁଷ୍ୟ ସମାଜ ପାଇଁ ଏକ ବିପଦ ର ସଙ୍କେତ ସୁଚିତା କରୁଛି ? ସଂସ୍କୃତିକ ସଂରକ୍ଷିତ ନବୀକରଣ ଅଯୋଗ୍ୟ ଜାତୀୟ ଚାଷିମାନଙ୍କୁ ବିଭିନ୍ନ ସମୟରେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ ପାଇଁ କେଉଁ ସ୍ତରରେ ତାଲିମ ଦିଆଯାଇଛି ? ଯାତାୟାତ ବ୍ଲକ ଜିଲ୍ଲା ରାଜ୍ୟ ବିଭିନ୍ନ କ୍ଷେତ୍ରରେ ସରକାରୀ ଉଦ୍ୟୋଗଗୁଡିକ ର ବିଫଳତା କେଉଁ ନୀତିର ପ୍ରଣଯନ ପାଇଁ ଦାୟୀ? ମିଶ୍ର ଅର୍ଥନୀତି ଜଗତୀକରଣ ଘରୋଇକରଣ ଉଦାରୀକରଣ ୧୯୯୧ ମସିହାରେ “ନୂତନ ଆର୍ଥିକ ନୀତି “ପ୍ରଣଯନ ପୂର୍ବରୁ ଭାରତର ଆର୍ଥିକ ସଙ୍କଟ ସମ୍ବନ୍ଧୀୟ ନିମ୍ନୋକ୍ତ କେଉଁ ଉକ୍ତିଟି ଠିକ ନୁହେଁ ? ମୁଦ୍ରାସ୍ପୀତି ୧୨% କୁ ବୃଦ୍ଧି ଜାତୀୟ ଆୟ ଆଭାନ୍ତରୀଣ ଉତ୍ପାଦନରେ କ୍ରମଶଃ ବୃଦ୍ଧି ଗଛିତ ବୈଦେଶିକ ମୁଦ୍ରା ପରିମାଣ କ୍ଷିପ୍ରଗତିରେ ହ୍ରାସ କେଉଁ ଅର୍ଥନୀତିକୁ ବଜାରଭିତ୍ତିକ ଅର୍ଥନୀତି କୁହାଯାଏ ? ପୁଞ୍ଜିବାଦି ଉଦାରମନା ସମାଜବାଦୀ ଜଗତୀକରଣ କେଉଁ କ୍ଷେତ୍ରରେ ନୂତନ ଅର୍ଥନୀତି ଦେଶ ପାଇଁ ଏତେ ସହାୟକ ହୋଇ ନାହିଁ? ଦାରିଦ୍ର୍ୟ ନିୟୋଜନ ଶିଳ୍ପ ବାଣିଜ୍ୟ ବହୁରାଷ୍ଟ୍ରୀୟ କମ୍ପାନୀମାନେ କାଳ ସେଗୁଡିକ ଭାରତରେ ପ୍ରତିଷ୍ଠା କରିବା ଦ୍ଵାରା ସେମାନଙ୍କର ଉତ୍ପାଦନ ମୂଲ୍ୟ ଶତକଡା କେତେ ଭାଗ ହ୍ରାସ ଘଟିଥାଏ ? ୫୦-୬୦ ୬୦-୭୦ ୫୦-୫୫ ୬୫-୭୦ ଆମ ଦେଶରେ ଜଗତୀକରଣ ଯୋଗୁଁ ବିଭିନ୍ନ ଦେଶର ସାମଗ୍ରୀ ଓ ଜିନିଷପତ୍ର ବହୁଳ ପରିମାଣ ରେ ଉପଲବ୍ଦ୍ଧ ହେଉଥିବାରୁ କେଉଁ ଅସୁବିଧା ହେଉ ନାହିଁ ? ଶିଳ୍ପ ସଂସ୍ଥାରେ କ୍ଷତି କୃଷିଜାତ ଦ୍ରବ୍ଯର ବିକରିବାତାରେ ଅସୁବିଧା ଦେଶୀୟ ଜ୍ଞାନକୌଶଳ କ୍ଷତିଗ୍ରସ୍ତ ବିଭିନ୍ନ ଦ୍ରବ୍ୟ ଓ ସାମଗ୍ରୀ ରପ୍ତାନି ବନ୍ଦ ଜଗତୀକରଣ ଯୋଗୁଁ ନିମ୍ନୋକ୍ତ କେଉଁ ଶିଳ୍ପ ସଂସ୍ଥାଗୁଡିକ ବହୁଳ ମାତ୍ରା ରେ ଖ୍ୟାତିଗ୍ରସ୍ତ ହୋଇଛନ୍ତି ? ବୃହତ ଶିଳ୍ପ କ୍ଷୁଦ୍ର ଶିଳ୍ପ କୁଟୀର ଶିଳ୍ପ ମୌଳିକ ଶିଳ୍ପ ଆମେରିକୀୟ ବଜାରରେ ଭାରତୀୟ ପ୍ରସ୍ତୁତ କେଉଁ ଜିନିଷର ଚାହିଦା ରହିଛି? ମସଲାମସଲି ଚମଡା ଜାତ ଦ୍ରବ୍ୟ ମତ୍ସ୍ୟ ଓ ମତ୍ସ୍ୟ ପ୍ରସ୍ତୁତ ଦ୍ରବ୍ୟ ଲୁଗାପଟା କେଉଁ କାରଣ ଯୋଗୁଁ ଦରବୃଦ୍ଧି ହୋଇନଥାଏ? ଚାହିଦା ଅନୁସାରେ ଯୋଗାଣ ବୃଦ୍ଧି କମାଳର ମୂଲ୍ୟ ବୃଦ୍ଧି ଶ୍ରମିକ ମଜୁରୀ ବୃଦ୍ଧି ମାଲ ପରିବହନ ଖର୍ଚ୍ଚ ବୃଦ୍ଧି ନିତ୍ୟ ବ୍ୟବହାର୍ଜ୍ୟ ପଦାର୍ଥ ଗୁଡିକର ଦର ସ୍ଥିର କରି ସେହି ଦରରେ ବିକ୍ରୟ କରିବା ପାଇଁ ନିର୍ଦ୍ଦେଶ ଦେବା କେଉଁ ପ୍ରତିକାର ବ୍ୟବସ୍ଥା ର ଅନ୍ତର୍ଭୁକ୍ତ ? ମୁଦ୍ରାଗତ ରାଜସ୍ୱ ସଂକ୍ରାନ୍ତ ଶାସନଗତ ଦର ବ୍ୟବସ୍ଥା ସାଧାରଣ ବ୍ୟବସ୍ଥା ଉପକୂଳ ଠାରୁ ସମୁଦ୍ର ଆଡକୁ କେତେ ଦୂରତା ପର୍ଯ୍ୟନ୍ତ ଥିବା ଜଳଭାଗ ଜାତୀୟ ସମ୍ବଳର ଅନ୍ତର୍ଭୁକ୍ତ । ୧୨ କି.ମି ୧୨ ମାଇଲ ୧୨ ନାଟିକାଲ ମାଇଲ ୧୨ ମିଟର ଜୀବନଧାରଣ ର ମାନ ଉନ୍ନତ କରିବା ଏବଂ ବିଶ୍ବାଶାନ୍ତି ପାଇଁ କ’ଣ ଆବଶ୍ୟକ ? ସମ୍ବଳ ସଂରକ୍ଷଣ ନୂତନ ସମ୍ବଳର ବିକାଶ ନୂତନ ସମ୍ବଳର ଆବିଷ୍କାର ସମ୍ବଳର ପୋଷଣୀୟ ବିକାଶ “ପୃଥିବୀ ପ୍ରତ୍ୟେକ ବ୍ୟକ୍ତି” ର ଆବଶ୍ୟକତା କୁ ସନ୍ତୋଷଜନକ ଭାବରେ ପୂରଣ କରିବା ନିମନ୍ତେ ସମ୍ବଳ ସାଇଟିଛି ସିନା ତା’ର ଲୋଭକୁ ଚରିତାର୍ଥ ପାଇଁ ଏହା ଉଦ୍ଦିଷ୍ଟ ନୁହେଁ “-ଏହି ଉକ୍ତିଟି କାହାର ? ମହାତ୍ମାଗାନ୍ଧୀ ଜବାହରଲାଲ ନେହେରୁ ସୁନ୍ଦରଲାଲ ବହୁଗୁଣା ବିନୋଭା ଭାବେ ସମ୍ବଳ ଯୋଜନା କେତୋଟି ପ୍ରକ୍ରିୟା ଉପରେ ନିର୍ଭର କରେ? ୨ ୩ ୪ ୫ ଭାରତ କେବେଠାରୁ ସମ୍ବଳ ଯୋଜନାର ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା କରିଆସିଛି ? ପ୍ରଥମ ବାର୍ଷିକ ଯୋଜନା ଠାରୁ ସ୍ଵାଧୀନତା ପ୍ରାପ୍ତି ଠାରୁ ଦ୍ଵିତୀୟ ବାର୍ଷିକ ଯୋଜନାଠାରୁ ୧୯୪୮ ମସିହାଠାରୁ ଉତ୍ତର ଆଧାର : ବିଶେଷଜ୍ଞ