ଉପକ୍ରମ ପ୍ରାଥମିକ ଶିକ୍ଷା ଠାରୁ ଉଚ୍ଚତ୍ତର ଶିକ୍ଷା ପାଇଁ ମିଳୁଥିବା ବୃତ୍ତି / ଋଣ ଷ୍ଟାଇପେଣ୍ଡ ଇତ୍ୟାଦି ସମ୍ବନ୍ଧରେ ନିମ୍ନରେ ଦିଆଯାଇଛି । ବିଭିନ୍ନ ଯୋଜନା ସମ୍ବନ୍ଧରେ ସୂଚନା ଯୋଜନାର ନାମ ମିଳୁଥିବା ସୁବିଧା କିଏ ପାଇବ କ’ଣ ଦରକାର କାହାକୁ କହିବେ ଓଡିଶା ଆଦର୍ଶ ବିଦ୍ୟାଳୟ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ସି.ବି.ଏସ୍.ଇ. ମାଧ୍ୟମ ଶିକ୍ଷା ସୁଯୋଗ ଦେବା ପାଇଁ ପ୍ରତି ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି । ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ପରିଚୟ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ୧୮୯ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଖୋଲାଯାଇ ୧୮୨୦୦ ବାଳିକାଙ୍କୁ ଆବାସିକ ଶିକ୍ଷା ଦିଆଯାଉଛି । ବାଳିକା ପରିଚୟ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀ କଳିଙ୍ଗ ଶିକ୍ଷା ସାଥି ଯୋଜନା ଉଚ୍ଚ ଶିକ୍ଷା ପାଇଁ ୧% ସୁଧରେ ଶିକ୍ଷା ଋଣ ଯୋଗାଇ ଦିଆଯାଉଛି ଛାତ୍ରଛାତ୍ରୀ ପରିଚୟ ପତ୍ର / କଲେଜ ସାର୍ଟିଫିକେଟ ଅଧ୍ୟକ୍ଷ, ମହାବିଦ୍ୟାଳୟ / ଯୁଗ୍ମ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ବୃତ୍ତିଗତ ଓ ବୈଷୟିକ ମେଧାବୃତ୍ତି ମଞ୍ଜୁରୀ ଛାତ୍ରଛାତ୍ରୀମାନଙ୍କୁ ବରିଷ୍ଠ, କନିଷ୍ଠ, ଉପାଧ୍ୟୁତ୍ତର, ମେଧାବୃତ୍ତି, ବାଳିକା ମେଧାବୃତ୍ତି, ବୃତ୍ତିଗତ ଓ ବୈଷୟିକ ମେଧାବୃତ୍ତି ମଞ୍ଜୁରୀ ୩୦ ଦିନ ଛାତ୍ରଛାତ୍ରୀ - ମାନେ ପରିଚୟ ପତ୍ର / କଲେଜ ସାର୍ଟିଫିକେଟ ଅତିରିକ୍ତ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗ ଲୋକ ଷ୍ଟାଇପେଣ୍ଡ ମଞ୍ଜୁରୀ ଛାତ୍ରଛାତ୍ରୀମାନଙ୍କ ସୁବିଧା ସହଯୋଗ ପାଇଁ ସହାୟତା (୧୫ ଦିନ ମଧ୍ୟରେ) ଛାତ୍ରଛାତ୍ରୀ – ମାନେ ପରିଚୟ ପତ୍ର / କଲେଜ ସାର୍ଟିଫିକେଟ ଅଧ୍ୟକ୍ଷ ମହାବିଦ୍ୟାଳୟ / ଅତିରିକ୍ତ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ବାଣିଶ୍ରୀ ଶିକ୍ଷା ବୃତ୍ତି ପ୍ରାଥମିକ ସ୍ତରରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷା ବୃତ୍ତି ୧ମ ରୁ ୫ ମ ୨୦୦ ଟଙ୍କା ୬ଷ୍ଠରୁ ୧୦ମ ୨୫୦ ଟଙ୍କା +୨, +୩ – ୩୦୦ ଟଙ୍କା ସ୍ନାତକ / ବୈଷୟିକ ୩୫୦ ଟଙ୍କା (୧ ମାସ ମଧ୍ୟରେ) ସ୍କୁଲ, କଲେଜ, ବିଶ୍ଵ ବିଦ୍ୟାଳୟ ବୈଷୟିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଭିନ୍ନକ୍ଷମା ପ୍ରମାଣପତ୍ର (୪୦% ର ଉର୍ଦ୍ଧ୍ଵ), ପିତାମାତାଙ୍କ ଆୟ ପ୍ରମାଣ ପତ୍ର, ବାର୍ଷିକ ଆୟ ୬୦୦୦୦ ରୁ କମ୍, ଫୁଲ୍ ଫଟୋ ୨ଟି ପୂର୍ବ ବର୍ଷ ପରୀକ୍ଷା ଫଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପାକ୍ ମାଟ୍ରିକ ପରବର୍ତ୍ତୀ ମାଟ୍ରିକ ଉଚ୍ଚଶିକ୍ଷା ଶିକ୍ଷା ବୃତ୍ତି, ଭାରତ ସରକାରଙ୍କ ଯୋଜନା ମାସିକ ବୃତ୍ତି ୩୫୦ ସହିତ ବହି, ୟୁନିଫର୍ମ, ଗମନାଗମନ ଖର୍ଚ୍ଚ ୧୦ ମାସ ପାଇଁ ବୃତ୍ତି ଆର୍ଥିକ ସହାୟତା (୧ମାସ ମଧ୍ୟରେ) ପ୍ରାକ ମାଟ୍ରିକ, ୯ମ, ୧୦ମ, ପରବର୍ତ୍ତୀ ମାଟ୍ରିକ, ଏକାଦଶ, ଦ୍ଵାଦଶ, ସ୍ନାତକ ବିଦ୍ୟାର୍ଥୀ ଭିନ୍ନକ୍ଷମ ପ୍ରମାଣପତ୍ର (୪୦% ରୁ ଉର୍ଦ୍ଧ୍ଵ) ଆୟ ପ୍ରମାଣ ପତ୍ର ଫୁଲ୍ ଫଟୋ ୨ଟି ପୂର୍ବ ବର୍ଷ ପରୀକ୍ଷା ଫଳ ବିଦ୍ୟାଳୟ / ମହାବିଦ୍ୟାଳୟର ଅଧ୍ୟକ୍ଷ ଉଚ୍ଚ ଶିକ୍ଷା ପାଇଁ ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କ ସନ୍ତାନମାନଙ୍କୁ ବୃତ୍ତି ଉଚ୍ଚ ଶିକ୍ଷା ପାଇଁ ବୃତ୍ତି ମାସିକ ୩୫୦ ଟଙ୍କା (୧ ମାସ ମଧ୍ୟରେ) ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କ ସନ୍ତାନମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର (୪୦% ର ଉର୍ଦ୍ଧ୍ଵ), ପିତାମାତାଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ବାର୍ଷିକ ଆୟ ୧୨୦୦୦୦୦ରୁ କମ୍, ଫୁଲ୍ ଫଟୋ ୨ଟି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ବି.ଏସ୍.ଏସ୍.ଓ.) ଉଚ୍ଚଶିକ୍ଷା ପାଇଁ ଟିଉସନ / ଆଡମିସନ ଫି ଛାଡ ଟିଉସନ / ଆଡମିସନ ଛାଡ ସଂପୂର୍ଣ୍ଣ ଅନ୍ଧ, ମୂଳ ବଧିର ଶାରୀରିକ ଅକ୍ଷମ ୭୫% ରୁ ଉର୍ଦ୍ଧ୍ଵ ଉଚ୍ଚଶିକ୍ଷା ଅଧ୍ୟୟନରତ ଛାତ୍ରଛାତ୍ରୀ ଭିନ୍ନକ୍ଷମ ପ୍ରମାଣପତ୍ର (୪୦% ର ଉର୍ଦ୍ଧ୍ଵ), ପିତାମାତାଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ବାର୍ଷିକ ଆୟ ୧୨୦୦୦୦୦ରୁ କମ୍, ଫୁଲ୍ ଫଟୋ ୨ଟି ଅଧ୍ୟୟନ କରୁଥିବା ଶିକ୍ଷାନୁଷ୍ଠାନର ମୁଖ୍ୟ ସ୍ଵତନ୍ତ୍ର ବିଦ୍ୟାଳୟ ବିନା ମୂଲ୍ୟରେ ସ୍ଵତନ୍ତ୍ର ଶିକ୍ଷା ପ୍ରଦାନ, ଅନ୍ତେବାସୀଙ୍କୁ ମାସିକ ୧୨୦୦ ଟଙ୍କା ଦିବ୍ୟଧ୍ୟାୟୀଙ୍କୁ ମାସିକ ୨୫୦ ଟଙ୍କା ଭିନ୍ନକ୍ଷମ ଛାତ୍ରଛାତ୍ରୀ ଭିନ୍ନକ୍ଷମ ପ୍ରମାଣ ପତ୍ର ଜେରକ୍ସ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସ୍କୁଲ ୟୁନିଫର୍ମ ସ୍ଵତନ୍ତ୍ର ବିଦ୍ୟାଳୟର ଛାଛାତ୍ରୀମାନଙ୍କୁ ମାଗଣାରେ ପୋଷାକ ପ୍ରଦାନ (ବାର୍ଷିକ ୧୦୦୦ ଟଙ୍କା) ସ୍ଵତନ୍ତ୍ର ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ସ୍ଵତନ୍ତ୍ର ବିଦ୍ୟାଳୟରେ ପଢୁଥିବା ଆବଶ୍ୟକ ବି.ଏସ୍.ଏସ୍.ଓ ମାଗଣା ଲାପଟପ ବିନା ମୂଲ୍ୟରେ ସ୍ଵତନ୍ତ୍ର ସଫ୍ଟୱାର ଥିବା ଲାପଟପ ଉଚ୍ଚତର ଶିକ୍ଷା କରୁଥିବା ଦୃଷ୍ଟିହୀନ ଛାତ୍ରଛାତ୍ରୀ ଦୃଷ୍ଟିହୀନ ପ୍ରମାଣ ପତ୍ର ଶିକ୍ଷା ପ୍ରମାଣ ପତ୍ର ବି.ଏସ୍.ଏସ୍.ଓ ଭିନ୍ନକ୍ଷମଙ୍କ ପାଇଁ ବସ୍ ଓ ଟ୍ରେନ ଭଡାରେ ରିହାତି ୫୦% ରୁ ୧୦୦% ଭିନ୍ନକ୍ଷମ - ୧୦୦% ରିହାତି ଓ ସହଯାତ୍ରୀଙ୍କ ପାଇଁ ୫୦% ରିହାତି ୪୦% ରୁ ୪୯% ଭିନ୍ନକ୍ଷମ - ୫୦% ରିହାତି ଭିନ୍ନକ୍ଷମ ଛାତ୍ରୀ ଭିନ୍ନକ୍ଷମ ପ୍ରମାଣପତ୍ର ଜେରକ୍ସ ଭୋଟର / ଆଧାର କାର୍ଡ ଜେରକ୍ସ ବି.ଏସ୍.ଏସ୍.ଓ / ବି.ଡି.ଓ. ବି.ଏସ୍.ଏସ୍.ଓ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଭିନ୍ନକ୍ଷମ ସାର୍ଟିଫିକେଟ, ପାସ ବୁକ, ଭ୍ରମଣ ରିହାତି କାର୍ଡ ପ୍ରଦାନ, ଦକ୍ଷତା ବିକାଶ ଟ୍ରେନିଂ, ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ପୋଷାକ ପାଇଁ ବର୍ଷକୁ ୭୦୦ ଟଙ୍କା ପ୍ରଦାନ, ଭିନ୍ନକ୍ଷମ ପିତାମାତାଙ୍କ ପିଲା ଉଚ୍ଚଶିକ୍ଷା ପଢୁଥିଲେ ମାସିକ ୩୫୦ ଟଙ୍କା ବୃତ୍ତି ଭିନ୍ନକ୍ଷମ ଭିନ୍ନକ୍ଷମ ପ୍ରମାଣପତ୍ର ଜେରକ୍ସ ଭୋଟର / ଆଧାର କାର୍ଡ ଜେରକ୍ସ ବି.ଏସ୍.ଏସ୍.ଓ / ବି.ଡି.ଓ. ବି.ଏସ୍.ଏସ୍.ଓ ଆଧାର – ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼, ଓଡିଶା